୮ଦିନ ହେଲା ବଢ଼ି ଚାଲିଛି ସେନସେକ୍ସ ଓ ନିଫଟି

ନୂଆଦିଲ୍ଲୀ : ଷ୍ଟକ ମାର୍କେଟରେ ଜାରି ରହିଛି ଉତ୍ସାହ। ଲଗାତର ଅଷ୍ଟମ ଦିନ ପାଇଁ ରେକର୍ଡ଼ କରିଛନ୍ତି ସେନସେକ୍ସ ଓ ନିଫଟି । ଆଜି ସକାଳୁ ବଜାରରେ କାରବାର ଉତ୍ସାହର ସହ ଆରମ୍ଭ ହୋଇଛି । ସେନସେକ୍ସ ୩୭ ହଜାର ୭୧୧.୮୭ ପଏଣ୍ଟ ଏବଂ ନିଫଟି ୧୧ ହଜାର ୩୯୦.୫୫ ପଏଣ୍ଟରେ ପହଞ୍ଚିଥିଲା । ଯାହା ଏ ସର୍ବୋଚ୍ଚ ରେକର୍ଡ଼ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.