ଶପଥ ଗ୍ରହଣ ପରେ ସେୟାର ବଜାରରେ ଉତ୍ସାହ, ଦୁଇ ସୂଚକାଙ୍କ ସେନ୍‌ସେକ୍ସ ଓ ନିଫ୍‌ଟି ବୃଦ୍ଧି

ନୂଆଦିଲ୍ଲୀ : ମୋଦି ସରକାର ଦ୍ୱିତୀୟ ଥର ଶପଥ ନେବା ପରେ ସେୟାର ବଜାରରେ ଉତ୍ସାହ । ସେୟାର ବଜାରର ଦୁଇ ସୂଚକାଙ୍କ ସେନ୍‌ସେକ୍ସ ଓ ନିଫ୍‌ଟି ବୃଦ୍ଧି ହୋଇଛି । ସେୟାର ବଜାରରେ ଖୋଲିବା ମାତ୍ରେ ସେନ୍‌ସେକ୍ସ ୨୫୩.୪୪ ପଏଣ୍ଟ ବଢି ୪୦ ହଜାର ଅତିକ୍ରମ କରିଛି । ସେହିଭଳି ନିଫ୍‌ଟି ୧୨ହଜାର ପଏଣ୍ଟ ଅତିକ୍ରମ କରିଛି। ସରକାର ୨୦୧୮-୧୯ ଜିଡିପି ସଂପର୍କିତ ତଥ୍ୟ ରିଲିଜ୍‌ କରିବା ପୂର୍ବରୁ ଏପରି ବୃଦ୍ଧି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.