BEL ରେ ଖାଲିପଡିଛି ଟ୍ରେନି ଇଂଜିନିୟର ପଦବୀ, ଏହି ଲିଙ୍କରେ କ୍ଲିକ୍ କରି ତୁରନ୍ତ କରନ୍ତୁ ଆପ୍ଲାଏ

ଆପଣ ଯଦି ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ସୁବର୍ଣ୍ଣ ସୁଯୋଗ। ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ( BEL)ରେ ଖାଲିପଡିଥିବା ପଦବୀରେ ନିଯୁକ୍ତି କରାଯାଉଛି। BEL ରେ ମିଲିଟାରୀ କମ୍ଯୁନିକେସନ SBU, ବାଙ୍ଗାଲୋରରେ କଣ୍ଟା୍ରାକ୍ଟ ଆଧାରରେ ଟ୍ରେନି ଇଂଜିନିୟର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ପୂର୍ବରୁ ୨୧ ମଇ ୨୦୨୧ ରହିଛି।

ପଦବୀ ବିବରଣୀ:

ଟ୍ରେନି ଇଂଜିନିୟର: ୩୦

ଶେଷ ତାରିଖ: ୨୧ ମଇ ୨୦୨୧

ଶିକ୍ଷାଗତ ଯୋଗ୍ଯତା: ଆବେଦନ କରିବାକୁ ଇଚ୍ଛୁକ ଥିବାଙ୍କ ପାଖରେ ବିଟେକ ଇଲେକ୍ଟ୍ରୋନିକ୍ସ/କମ୍ଯୁନିକେବସ/ ଟେଲି କମ୍ଯୁନିକେସନ/ E&T ବିଟେକ ଡିଗ୍ରୀ ରହିଥିବା ଆବଶ୍ଯକ। ଅଧିକ ଜାଣିବ ପାଇଁ BEL ର ଅଧିକାରକ ୱେବସାଇଟକୁ ଯାଇ ଚେକ୍ କରିପାରିବେ।

ଆବେଦନ ଶୁଳ୍କ: ଅଣସରଂକ୍ଷିତ ବର୍ଗଙ୍କ ପାଇଁ ୨୦୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ବେଳେ PWD, SC, STଙ୍କ ପାଇଁ କୌଣସି ଶୁଳ୍କ ଧାର୍ଯ୍ଯ କରାଯାଇନାହିଁ।

bel

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ

https://www.bel-india.in/CareersGridbind.aspx?MId=29&LId=1&subject=1&link=0&issnno=1&name=Recruitment+-+Advertisements

https://www.bel-india.in/Documentviews.aspx?fileName=Trainee-Engineers-Detailed-web-advt-12-05-2021.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.