ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !
ମେଷ : ସ୍ୱାସ୍ଥ୍ୟ ଉତ୍ତମ ରହିବ । ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ । ଗୃହରେ ଅଶାନ୍ତି ଦେଖା ଦେଇପାରେ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ ।
ବୃଷ : ଭାବିଚିନ୍ତି ଧନ ନିବେଶ କରନ୍ତୁ । ମାନ ସମ୍ମାନ ପ୍ରାପ୍ତି ହେବ । ଗୁରୁଜନଙ୍କ ଆଦର ଓ ସମ୍ମାନ କରନ୍ତୁ । ଆଜି ଦିନଟି ଭଲରେ କଟିବ।…