ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : ବିଦେଶ ଯାତ୍ରା ସଫଳ ହେବ । ଆୟ ଉତ୍ତମ ହେବା ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

brushaବୃଷ : ତରବରିଆ ଭାବେ କୌଣସି କାର୍ୟ୍ୟ କରନ୍ତୁ ନାହିଁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ମାନସିକ ଅଶାନ୍ତି ଭୋଗି ପାରନ୍ତି ।

mithunaମିଥୁନ : ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଆୟ ମଧ୍ୟମ ରହିବ ।

karkataକର୍କଟ : କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ଛୋଟଛୋଟ କଥାକୁ ନେଇ ବ୍ୟସ୍ତତା ଦେଖାଦେବ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ।

singhaସିଂହ : ଅହଂଭାବ ତ୍ୟାଗ କରିବା ସହ ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ଅନାବଶ୍ୟକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ହେବ । ଶରୀର ଅସୁସ୍ଥ ରହିପାରେ ।

kanyaକନ୍ୟା : ଧର୍ମ କାର୍ୟ୍ୟରେ ଯୋଗଦେବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି ।

tulaaତୁଳା : ଚକ୍ଷୁରେ ପୀଡ଼ା ଦେଖାଦେବ । ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପାରିବାରିକ ସମସ୍ୟା ଦୂର ହେବ ।

bichhaବିଛା : ସ୍ଥିରମନ ହୋଇ ପ୍ରତ୍ୟେକ କାର୍ୟ୍ୟ କରନ୍ତୁ, ସଫଳତା ପାଇବେ । କର୍ମକ୍ଷେତ୍ରରେ ସଜାଗ ରହିବା ଆବଶ୍ୟକ । ଆୟ ମଧ୍ୟମ ରହିବ ।

dhanuଧନୁ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ । ସ୍ୱାସ୍ଥ୍ୟହାନି ହୋଇପାରେ ।

makaraମକର : ବିଦେଶ ଯାତ୍ରା ସଫଳ ହେବ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ମନକୁ ଆୟତ୍ତରେ ରଖନ୍ତୁ ।

kumbhaକୁମ୍ଭ : ମାନସମ୍ମାନ ପ୍ରାପ୍ତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ସୁସ୍ୱାଦୁ ଭୋଜନ କରିବେ । କୁଟୁମ୍ବରେ ପୀଡ଼ା ଦେଖାଦେଇପାରେ ।

minaମୀନ : ସୁସ୍ୱାଦୁ ଭୋଜନ କରିବେ । ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ । ମନକୁ ଆୟତ୍ତରେ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.