Below header
Browsing Category

ଲାଇଫ୍ ଷ୍ଟାଇଲ୍

ଅଧିକ ଅଣ୍ଡା ଖାଇଲେ ହୋଇପାରେ ଡାଇବେଟିଜ, ପୂର୍ବରୁ ହୋଇଯାଆନ୍ତୁ ସାବଧାନ !

ଅଣ୍ଡା ଶରୀର ପାଇଁ ବହୁତ ଫାଇଦା ଦେଇଥାଏ, ସେଥିପାଇଁ ଏହାକୁ ସୁପରଫୁଡ କୁହାଯାଏ। ଏହାକୁ ସିଝାଇ, ପୋଚ କରି, ଫ୍ରାଇ କିମ୍ବା ତରକାରୀ କରି ଖାଇପାରିବେ। ତା’ ଛଡା ପିଲାମାନଙ୍କର ମଧ୍ୟ ବେଶ୍ ପସନ୍ଦ ଥାଏ ଅଣ୍ଡା। ଖୁବଶୀଘ୍ର ପ୍ରସ୍ତୁତ ହୋଇଯାଉଥିବାରୁ ମହିଳାମାନେ ଏହାକୁ କରି ନିଜ ପିଲାମାନଙ୍କୁ…

କଣ ଆପଣଙ୍କ ଚେହେରାରେ ପୁରୁଣା ଦାଗ ରହିଛି, ତାହେଲେ ଏହି ଘରୋଇ ଟିପ୍ସ ଦ୍ୱାରା କରନ୍ତୁ ଦୂର

ସମସ୍ତଙ୍କୁ ନିଜର ଚେହେରା ସୁନ୍ଦର ଏବଂ ଦାଗହୀନ କରିବାକୁ ଇଚ୍ଛାଥାଏ, ଯାହାଦ୍ୱାରା ସେମାନେ ଆକର୍ଷଣ ଦେଖାଯିବେ। କିନ୍ତୁ ଅନେକ ଲୋକ ନିଜର ପୁରୁଣା ଘାକୁ ନେଇ ବହୁତ ଚିନ୍ତାରେ ରହିଥାନ୍ତି। ଏହି ଚିହ୍ନ ଠାରୁ ମୁକ୍ତି ପାଇବା ପାଇଁ ଲୋକମାନେ ସର୍ଜରୀ ମଧ୍ୟ କରନ୍ତି। କିନ୍ତୁ କଣ ଆପଣ ଜାଣନ୍ତି…

ଏସବୁ ରୋଗରୁ ମୁକ୍ତି ପାଇଁ ଭୋଜନରେ ନିହାତି ସାମିଲ କରନ୍ତୁ ଛତୁ, ରହିବେ ସୁସ୍ଥ

ଛତୁ ଶରୀର ପାଇଁ ବେଶ୍‌ ଲାଭକାରୀ ହୋଇଥାଏ। କେତେକ ରୋଗରୁ ମୁକ୍ତି ପାଇଁ ଡାକ୍ତର ଛତୁ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଛତୁରେ ପ୍ରଚୁର ପରିମାଣର ଭିଟାମିନ୍‌ ଓ ପୋଷକ ତତ୍ତ୍ୱ ରହିଥାଏ। ପେଟ ସମସ୍ୟାଠାରୁ ଆରମ୍ଭ କରି ଓଜନକୁ ନିୟନ୍ତ୍ରଣ କରିବା ପର୍ଯ୍ୟନ୍ତ ସବୁଥି ପାଇଁ ଛତୁ ବେଶ୍‌ ଦରକାରୀ…

ଏମିତି ବାଇଗଣ ଭର୍ତ୍ତାର ସ୍ୱାଦ କେବେବି ଚାଖିନଥିବେ, ଖାଇବେ ଆଙ୍ଗୁଳି ଚାଟି ରହିବେ

ଭାରତୀୟ ଭୋଜନରେ ଚଟଣୀ ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ଆମ ଦେଶରେ ଅନେକ ଚଟଣୀ ବନାଯାଇଥାଏ। ଟମାଟୋ, ଧନିଆ, ଲଙ୍କା, ପୋଦିନା ଚଟଣୀର ନାଁ ଶୁଣିଲେ ତ ମୁହଁରେ ଅଟୋମେଟିକ ପାଣି ଆସିଯାଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ବାଇଗଣ ଚଟଣୀ ବା ବାଇଗଣ ଭର୍ତ୍ତା ଅଧିକାଂଶ ଭାରତୀୟ ପସନ୍ଦ…

ଶୀତ ଦିନରେ ସୁସ୍ଥ ଶରୀର ପାଇଁ ଆହାରରେ ସାମିଲ କରନ୍ତୁ ଏହିସବୁ ଫଳ, ଜାଣନ୍ତୁ କ’ଣ

ଶରୀରକୁ ସୁସ୍ଥ ରଖିବା ପାଇଁ ଜରୁରୀ ହୋଇଥିାଏ ସୁସ୍ଥ ଏବଂ ସନ୍ତୁଳିତ ଆହାର। ଶରୀରରେ ପୋଷକ ତତ୍ତ୍ବକୁ ପୂରଣ କରିବା ପାଇଁ ଫଳର ବେଶ ମହତ୍ତ୍ବ ରହିଥାଏ। ଗରମ ଦିନରେ ଫଳ ସେବନ ସହ ଜୁସକୁ ମଧ୍ୟ ସାମିଲ କରାଯାଇପାରେ। କିନ୍ତୁ ଶୀତ ଦିନରେ ଫଳ ଚୟନ କରିବାରେ ବେଶ ସାବଧାନତା ଅବଲମ୍ବନ କରିବାକୁ…

ଏହି କାରଣରୁ ଘରେ ଦେଖାଦେଇଥାଏ ସମସ୍ଯା, ଜାଣନ୍ତୁ ବାସ୍ତୁ ଠିକ୍ କରିବାର ସଠିକ ଉପାୟ

ଆପଣ ଘରେ ଅନେକ ସମସ୍ଯା ଦେଖାଯାଉଛି କି ? ଏହି ସବୁ ସମସ୍ଯା ପାଇଁ ଆପଣ ଠକ୍ ଭାବେ କିଛି କାମ କରିପାରୁନାହାନ୍ତି କି ? ଯଦି ଏପରି ଅସୁବିଧା ଦେଖାଯାଉଥାଏ, ତେବେ ଆପଣଙ୍କ ଘରେ ବାସ୍ତୁ ଦୋଷ ରହିଛି। ତେଣୁ କୌଣସି ସ୍ଥାନର ଉର୍ଜାକୁ ବଢାଇବା ଏବଂ କମାଇବା ପାଇଁ ଏମିତି କିଛି ବାସ୍ତୁ ଟିପ୍ସ ରହିଛି,…

ଜ୍ୟୋତିଷ ଶାସ୍ତ୍ରରେ ଏହିସବୁ ଉପାୟ ଆପଣେଇବା ଦ୍ୱାରା ଜଲଦି ଖୋଲିଥାଏ ବିବାହ ଯୋଗ, ଜାଣନ୍ତୁ କ’ଣ

ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିଙ୍କ କୁଣ୍ଡଳୀରେ ଗ୍ରହର ସ୍ଥିତି ଅନୁଯାୟୀ ଏହା ଜାଣିବା ପାଇଁ ଚେଷ୍ଟା କରାଯାଇଥାଏ କି କେଉଁ ବ୍ୟକ୍ତିଙ୍କୁ କେଉଁ ବୟସରେ ସୁଖ-ଦୁଃଖ, ସଫଳତା ଏବଂ ଶିକ୍ଷାର ସୁଖ ପ୍ରାପ୍ତି ହେବ। ଏଥିସହ ଏହି ଶାସ୍ତ୍ର ମାଧ୍ୟମରେ ବିବାହ ବିଷୟରେ ମଧ୍ୟ ଜଣାପଡିଥାଏ। କୁହାଯାଇଥାଏ…

ବରା ତ ବହୁତ ଖାଇଥିବେ କିନ୍ତୁ ଥରେ ବନାଇ ଖାଆନ୍ତୁ ବ୍ରେଡ ବରା, ସ୍ୱାଦ ଏକଦମ୍‌ ଟେଷ୍ଟୀ

ବ୍ରେଡକୁ ଘରେ ସାଧାରଣତଃ ବ୍ରେକଫାଷ୍ଟ ଭାବରେ ସମସ୍ତେ କରନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ବ୍ରେଡରୁ ଅନେକ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇହେବ, ଯାହାକୁ ଆପଣ ସକାଳ ଏବଂ ସଞ୍ଜରେ ସ୍ନାକ୍ସ ଭାବରେ ଖାଇପାରିବେ। ଆଜି ଆମେ ଆପଣଙ୍କୁ ବ୍ରେଡ ବରା ବିଷୟରେ ଜଣାଇବୁ, ଯାହାର ସ୍ୱାଦ ସାଧାରଣ ବରା…

ଆବଶ୍ୟକତା ଠାରୁ ଅଧିକ କ୍ଷୀର ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ, ଦେଖାଦେଇପାରେ ଏସବୁ ଶାରୀରିକ ସମସ୍ୟା

କ୍ଷୀରରେ ପ୍ରଚୁର ପରିମାଣର ପ୍ରୋଟିନ୍‌, କ୍ୟାଲସିୟମ୍‌, ଭିଟାମିନ୍‌ ଓ ମିନେରାଲ୍ସ ରହିଛି। ଏଣୁ ସ୍ୱାସ୍ଥ୍ୟ ପାଇଁ ଏହା ବେଶ୍‌ ଲାଭଦାୟକ ହୋଇଥାଏ। ଡାକ୍ତର ମଧ୍ୟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷୀର ପିଇବାକୁ ପରାମର୍ଶ ଦେଇଥାନ୍ତି। କ୍ଷୀର ହାଡ଼କୁ ମଜଭୁତ କରିବା ସହ…

ଘରେ କିମ୍ବା ଅଫିସରେ ଏହି ଦିଗରେ ଆଦୌ ରଖନ୍ତୁ ନାହିଁ ଡଷ୍ଟବିନ୍‌, ହୋଇଯିବେ କାଙ୍ଗାଳ

ଘରେ ବାସ୍ତୁଦୋଷ ଥିଲେ ହେବା କାମ ବି ହୁଏ ନାହିଁ। ବାସ୍ତୁଦୋଷ ଥିବା ଘରେ କୌଣସି ଉନ୍ନତି ହୋଇନଥାଏ। ସବୁବେଳେ କଳି ଝଗଡ଼ା ଲାଗି ରହିବା ସହ ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ହୋଇଥାନ୍ତି। ଫଳରେ ଧନହାନି ଓ ପ୍ରାଣପୀଡ଼ା ଭଳି ପରିସ୍ଥିତି ଲାଗି ରହେ। ଏଣୁ ବାସ୍ତୁଦୋଷକୁ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର…

ଆଜି ଡିନରରେ ବନାନ୍ତୁ କ୍ରିମି ଛତୁ, ଆମିଷକୁ ବି ଭୁଲିଯିବେ

ଏବେ ଚାଲିଛି କାର୍ତ୍ତିକ ମାସ। କାର୍ତ୍ତିକ ମାସ ଥିବାରୁ ରବିବାରରେ ମଧ୍ୟ ଆପଣ ଆମିଷ ଖାଇପାରୁନଥିବେ। କିନ୍ତୁ ମନ ଦୁଃଖ କରିବାର କିଛି ନାହିଁ। ଆଜି ଆମେ ଆପଣଙ୍କୁ ଛତୁର ଏକ ଏଭଳି ଟେଷ୍ଟି ଓ ସହଜ ଆଇଟମ୍‌ ଶିଖାଇବୁ, ଯାହାକୁ ଖାଇବା ପରେ ଆପଣ ଆମିଷକୁ ବି ଭୁଲିଯିବେ। ଆଜି ଆପଣ ଡିନରରେ କ୍ରିମି‌…

ଆଖିରେ ଥକ୍କାପଣ ବିଗାଡି ପାରେ ଚେହେରାର ମେକଅପ, ଏହି ଟିପ୍ସ ବ୍ୟବହାର କରି ଆଖିକୁ ରଖନ୍ତୁ ଫ୍ରେସ

ଆମ ଦୁଇ ଆଖି ଆମ ଚେହେରାର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ। କିନ୍ତୁ ଦିନସାରା କାମ କରି ହେଉଥିବା ଥକ୍କାପଣ ଆଖିରେ ଅଧିକ ଦେଖାଯାଇଥାଏ ଯାହା ଫଳରେ ଆଖି ମଧ୍ୟ ଫିକା ଫିକା ଦେଖାଯାଇଥାଏ। ଏହିଭଳି ଆଖିରେ ମେକଅପ୍‌ କଲେ ମଧ୍ୟ ଏହି ମେକଅପ୍‌ର ଚାର୍ମ ଆସିନଥାଏ। କିନ୍ତୁ କିଛି ଘରୋଇ ଉପାୟ ବ୍ୟକହାର…