Below header
Browsing Category

ଲାଇଫ୍ ଷ୍ଟାଇଲ୍

ତୁଳସୀ ପତ୍ରର ରହିଛି କେତେକ ଭୟଙ୍କର ଦୁଷ୍ପ୍ରଭାବ, ସେବନ କରିବା ପୂର୍ବରୁ ଜାଣିରଖନ୍ତୁ ଏସବୁ କଥା

ତୁଳସୀ ଏକ ଔଷଧୀୟ ତଥା ଗୁଣକାରୀ ଗଛ ବୋଲି ଆମେ ସମସ୍ତେ ଜାଣନ୍ତି। ଏଣୁ ଥଣ୍ଡା କି କାଶ ହେଲେ ତୁଳସୀ ପତ୍ର ସେବନ କରିଥାଉ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତୁଳସୀ ପତ୍ରର କେତେକ ନକରାତ୍ମକ ଗୁଣ ମଧ୍ୟ ରହିଛି। କିଛି ରୋଗୀଙ୍କୁ ତୁଳସୀ ପତ୍ର ସେବନ କରିବା ସମ୍ପୂର୍ଣ୍ଣ ମନା। ତେବେ ଆସନ୍ତୁ…

ଦୀପାବଳିରେ ଘରେ ବନାନ୍ତୁ ଓ୍ଵାଟର କ୍ୟାଣ୍ଡେଲ, ତାହାପୁଣି ରଙ୍ଗ ବେରଙ୍ଗର

ଆଜି ଆଲୋକର ପର୍ବ ଦୀପାବଳି। ଆଜି ଏହି ଶୁଭ ଅବସରରେ ଘର ଦ୍ୱାର ରଙ୍ଗବେରଙ୍ଗର ଆଲୋକରେ ସଜା ଯାଇଥାଏ। ଦୀପ, ମହମବତୀରେ ଘର ଯେପିରି ଆଲୋକମୟ ହୋଇଉଠେ। ତେବେ ଏବେର ମହଙ୍ଗା କାଳରେ ଆପଣ ଯଦି ଦୀପ କିମ୍ବା ମହମବତୀ କିଣିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଘରେ ମହମବତୀ କେମିତି ପ୍ରସ୍ତୁତ କରିବେ…

ପିରିୟଡ୍ସ ରୋକିବା ପାଇଁ ଔଷଧ ଖାଉଥିବା ମହିଳାମାନଙ୍କୁ ହୋଇପାରେ ଏହି ୬ଟି ଗମ୍ଭୀର ସମସ୍ୟା

ମହିଳାମାନଙ୍କୁ ପ୍ରତ୍ୟେକ ମାସରେ ପିରିୟଡ ଯନ୍ତ୍ରଣା ସହିବାକୁ ପଡ଼ିଥାଏ। ଏହା ଏକ ନିୟମିତ ପ୍ରକ୍ରିୟା। କିନ୍ତୁ ବେଳେବେଳେ ଏହାକୁ ନେଇ ସେମାନେ ଅଧିକ ଚିନ୍ତିତ ହୋଇପଡ଼ିଥାନ୍ତି। ବିଶେଷ କରି କୌଣସି ବାହାଘର, ପୂଜା, ପର୍ବ ସମୟରେ ପିରିୟଡଠାରୁ ମହିଳାମାନେ ଦୂରେଇ ରହିବାକୁ ଚାହାନ୍ତି।…

ଶୀତ ଋତୁରେ ଦୈନିକ ଖାଆନ୍ତୁ ମୂଳା, ଇମ୍ୟୁନିଟି ବଢ଼ିବା ସହ ରୋଗଠୁ ରହିବେ ଦୂରରେ

ଶୀତ ଦିନେ ଆମେ ବିଭିନ୍ନ ସଂକ୍ରମଣର ଶିକାର ହୋଇଥାଉ । ତେଣୁ ସଂକ୍ରମଣ ଜନିତ ରୋଗରୁ ରକ୍ଷା ପାଇବାକୁ ହେଲେ ଆମକୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ପଡ଼ିବ । ଖାଦ୍ୟ ଏକ୍ସପର୍ଟଙ୍କ ମତରେ ଶୀତ ଋତୁରେ ମୂଳା ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ମୂଳାରେ ଭିଟାମିନ୍‌ ସି, କାଲେସିୟମ୍‌,…

ମହିଳାମାନେ ନିଜେ ବି ଜାଣି ନ ଥାଆନ୍ତି ନିଜ ବିଷୟରେ ଏହି ୬ଟି ରୋଚକ କଥା, ଜାଣିଲେ ଆପଣ ବି ହୋଇଯିବେ କାବା

ଏମିତି କୁହାଯାଇଥାଏ କି, ଝିଅମାନଙ୍କୁ କେହି ବି ବୁଝିପାରନ୍ତି ନାହିଁ। କାହିଁକି ନା, ପୁରୁଷଙ୍କ ତୁଳନାରେ ଏମାନଙ୍କୁ ବହୁତ ଜଟିଳ ବୋଲି କୁହାଯାଏ। ପୁରୁଷ, ମହିଳାଙ୍କ ବିଷୟରେ ଅନେକ କଥା ଜାଣିବାକୁ ଚାହାଁନ୍ତି। କିନ୍ତୁ ସେମାନଙ୍କ ବିଷୟରେ ସବୁ କଥା ଜାଣିବା ଏତେ ବି ସହଜ ହୋଇ ନ ଥାଏ। କିଛି…

ଦୀପାବଳିରେ ଘରେ ଅତିଥିଙ୍କୁ ଖୁଆନ୍ତୁ ନିଜ ହାତ ତିଆରି ବେସନ ଲଡୁ, ଏପରି କରନ୍ତୁ ପ୍ରସ୍ତୁତ

ଦୀପବଳୀ ଭଳି ଆଲୋକରେ ପର୍ବରେ ଆପଣ ଅତିଥି ମାନଙ୍କୁ ଘରେ ନିଜ ହାତ ତିଆରି କିଛି ମିଠା ବନାଇ ଖାଆନ୍ତୁ। ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ବେସନ ଲଡୁ। ଯାହାକୁ ଆପଣ ମାତ୍ର କିଛି ମିନିଟ ମଧ୍ୟରେ ବନାଇ ପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ ସାମଗ୍ରୀ…

ଧନତେରାସ୍‌ ଦିନ ଏହି ଜିନିଷକୁ ଭୁଲରେ ବି କିଣନ୍ତୁନାହିଁ, ନଚେତ ଆପଣ ହୋଇପାରନ୍ତି କାଙ୍ଗାଳ

କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପର୍ବ ପାଳନ କରାଯାଏ। ଆଜି ହେଉଛି ପାର୍ବଣର ପର୍ବ ଧନତେରାସ। ଏହି ଦିନରେ ଦୀପାବଳିର ପର୍ବ ଆରମ୍ଭ ହୋଇଯାଏ ମାନ୍ୟତା ରହିଛି। ଚଳିତ ବର୍ଷ ଧନତେରାସ ଦୀପାବଳିର ଠିକ ଗୋଟିଏ ଦିନ ପୂର୍ବରୁ ହିଁ ପଡୁଛି। ଏହି ଦିନ କୁବେର ଦେବତା ଏବଂ…

ଏହି ଉପାୟରେ ଚିହ୍ନନ୍ତୁ ଅସଲି ଏବଂ ନକଲି ଖୁଆ

ଦୀପାବଳି ପୂଜାର ପ୍ରସ୍ତୁତି ଘରେ ଆରମ୍ଭ ହୋଇଗଲାଣି। ଏହି ପ୍ରସ୍ତୁତି ପାଇଁ ଘରେ ଅନେକ ପ୍ରକାର ମିଠା ତିଆରି କରାଯାଏ। ମିଠା ପ୍ରସ୍ତୁତିରେ ଖୁଆ ବ୍ୟବହାର କରାଯାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ଉପାୟ ନେଇ ଆସିଛୁ ଯାହା ସାହାଯ୍ୟରେ ଆପଣ ଅସଲୀ ନକଲୀ ଖୁଆ ଜାଣିପାରିବେ,…

ଘରେ ମାଛିଙ୍କ ପାଇଁ ଟେନସନରେ ଅଛନ୍ତି କି? ତାହେଲେ ଏହି ଉପାୟ ଆପଣଙ୍କୁ କରିବ ସାହାଯ୍ୟ

ସବୁବେଳେ ଦେଖାଯାଇଥାଏ ଯେ ଘରେ ଯେତେବେଳେ ବି କେବେ ମିଠା ଜିନିଷ ତଳେ ପଡିଯାଏ, ସେତେବେଳେ ତା ଉପରେ ମାଛି ଭିଣଭିଣ ହୁଅନ୍ତି। ଖାସ୍‌ କରି ତ ବର୍ଷା ଦିନରେ ଏମାନଙ୍କୁ ଅଧିକ ଦେଖିବାକୁ ମିଳେ। ଏହି ମାଛି ନିଜ ସହିତ ଅନେକ ରୋଗକୁ ଡାକିକି ଆଣିଥାଏ। ଏମାନେ ଯୁଆଡେ ଚାହାଁନ୍ତି ସିଆଡେ ରୋଗ ଖୋଳାଇ…

ପିଲାଙ୍କୁ ଆସିବ ଏକଦମ୍‌ ପସନ୍ଦ, ବନାନ୍ତୁ ଚଟପଟା ‘ଚୀଜି ମ୍ୟାଗି ସାଣ୍ଡଓ୍ଵିଚ’

ଯଦି ଆପଣଙ୍କୁ ମ୍ୟାଗି ଖାଇବା ବହୁତ ପସନ୍ଦ। କିନ୍ତୁ ଏହାକୁ ସବୁବେଳେ ଖାଇ ଖାଇ ବୋରିଂ ହୋଇଗଲେଣି ତାହେଲେ ଆପଣ ମ୍ୟାଗିର କିଛି ନୂଆ ଡିସ୍‌ ବନାଇ ଖାଆନ୍ତୁ। ଏହା ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।…

ଦୀପାବଳି ପୂର୍ବରୁ ଆପଣ ଦେଖୁଛନ୍ତି କି ଏମିତି ସ୍ୱପ୍ନ? ତେବେ ବର୍ଷସାରା ହେବ ଧନ ଲାଭ

ଆଲୋକର ପର୍ବ ଦୀପାବଳି ପାଇଁ ଆଉ ବାକି ଅଛି କିଛି ଦିନ। ଏହି ପର୍ବ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ। ଏହି ଦିନ ମାଁ ଲକ୍ଷ୍ମୀ ନିଜ ଭକ୍ତଙ୍କ ଘରକୁ ଆସିଥାନ୍ତି ଏବଂ ଘରକୁ ଧନ-ଧ୍ୟାନ୍ୟରେ ଭରି ଦେଇଥାନ୍ତି। କୁହାଯାଇଥାଏ ଭଗବାନଙ୍କ କୃପା ରହିବା ଦ୍ୱାରା ଆପଣଙ୍କୁ ଅନେକ…

ହଠାତ୍‌ ଅଚେତ ହୋଇପଡୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର, ତୁରନ୍ତ ହେବେ ସୁସ୍ଥ

ଅଧିକାଂଶ ସମୟରେ ଆପଣମାନେ ଫିଲ୍ମରେ ଅପସାର(ଅଚେତ) ହେବାର ସିନ୍‌ ଦେଖିଥିବେ। ଏହି ସମୟରେ ବ୍ୟକ୍ତି ମୂର୍ଚ୍ଛା ହୋଇ ପଡିବା ମାତ୍ରେ ହିଁ କିପରି ତାଙ୍କୁ ଜୋତା ସୁଘାଂଇବା ଦ୍ୱାରା ବ୍ୟକ୍ତି ଜଣକ ଠିକ୍‌ ହୋଇଯାଆନ୍ତି ତାହା ମଧ୍ୟ ଦେଖିଥିବେ। ଏସବୁ ତ ଫିଲ୍ମର ଦୃଶ୍ୟ କିନ୍ତୁ ବାସ୍ତବ ଜୀବନରେ କିଛି…