Browsing Category

ଲାଇଫ୍ ଷ୍ଟାଇଲ୍

ଆଜି ହିଁ ଘରେ ବନାନ୍ତୁ ଇମରତି, ପିତୃ ପୁରୁଷଙ୍କ ଶ୍ରାଦ୍ଧରେ ମଧ୍ୟ ଲଗାଇ ପାରିବେ ଭୋଗ

ପର୍ବପର୍ବାଣୀର ଦିନ ଆରମ୍ଭ ହୋଇଯାଇଛି ଓ କୌଣସି ବି ପର୍ବ ମିଠା ବିନା ଫିକା ଫିକା ଲାଗିଥାଏ। ସେହିପରି ଶ୍ରାଦ୍ଧ ପକ୍ଷରେ ପିତୃ ପୁରୁଷଙ୍କୁ ମିଠା ଭୋଗ ଲଗାଇବା ଭଲ ବୋଲି ମନାଯାଏ। ଆଜି ଆମେ ଆପଣଙ୍କ ପାଇଁ ଇମରତିର ରେସିପି ନେଇ ଆସିଛୁ ଯାହାକୁ ଆପଣ ଭୋଗ ଏବଂ ଖାଦ୍ୟ ଉଭୟରେ ବ୍ୟବହାର କରିପାରିବେ।…

ରାଜଧାନୀ ଦିଲ୍ଲୀରେ ବଢିଚାଲିଛି ବାୟୁ ପ୍ରଦୂଷଣ, ନିଜ ଶରୀରକୁ ଏହାର କୁପ୍ରଭାବରୁ ରକ୍ଷା କରିବା ପାଇଁ ଖାଆନ୍ତୁ ଏହି ସବୁ…

ଦେଶର ରାଜଧାନୀ ଦିଲ୍ଲୀ ଏବଂ ଆଖପାଖର ଅଞ୍ଚଳରେ ପୁଣି ଥରେ ପ୍ରଦୂଷଣ ସମସ୍ୟା ବଢ଼ିବାରେ ଲାଗିଛି। ଗତ କିଛି ଦିନରେ ଦିଲ୍ଲୀର ପବନ ପ୍ରଦୂଷିତ ହେବାକୁ ଲାଗିଛି ଏବଂ AQI ଲଗାତାର ୪୦୦ଉପରେ ରହିଛି। ଦିଲ୍ଲୀରେ କରୋନା ଭାଇରସ୍ ସହ ଲୋକଙ୍କୁ ବାୟୁ ପ୍ରଦୂଷଣର ସମ୍ମୁଖୀନ ହେବାକୁ ପଡ଼ୁଛି। କରୋନା ଏବଂ…

ଖାଦ୍ୟପେୟରେ ଏହି ସବୁ ଜିନିଷ ସାମିଲ କଲେ ଆଉ ଖାଇବାକୁ ପଡ଼ିବନି ବ୍ଲଡ଼ ପ୍ରେସର ଔଷଧ

ହାଇ ବ୍ଲଡ଼ ପ୍ରେସର ହେଉ ବା ଲୋ ବ୍ଲଡ଼ପ୍ରେସର ହେଉ ଉଭୟ ଶରୀର ପାଇଁ କ୍ଷତିକାରକ । ଅନେକ ଜଣ ନିଜ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ନିୟମିତ ଔଷଧ ସେବନ କରିବା ସହ ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତି । ହୁଏତ ଜାଣି ନଥିବେ ଦୈନନ୍ଦିନ ଜୀବନଶୈଳୀର ପ୍ରଭାବ ଶରୀରର ରକ୍ତଚାପ ଉପରେ ସର୍ବାଧିକ…

ବାଳ ପାଇଁ ରାମବାଣ ସିଝା ଯାଇଥିବା ଚା’ ପତି, ଫିଙ୍ଗିବା ପୂର୍ବରୁ ଜାଣି ନିଅନ୍ତୁ ଏହାର ଫାଇଦା

ସକାଳେ ଚା’ ପିଇବାକୁ କିଏ ବା ଭଲ ନ ପାଏ । ପ୍ରାୟ ଅଧିକାଂଶ ଲୋକ ଚା’ ପିଉଥିଲେ ମଧ୍ୟ ସିଝା ଚା’ ପତିକୁ ବେକାର ଭାବି ଫିଙ୍ଗି ଦେଇଥାନ୍ତି । ହେଲେ ଆପଣ ଜାଣନ୍ତି କି ଏହି ଫିଙ୍ଗୁଥିବା ଚା’ ପତି କେତେ ଉପକାରୀ । ଆସନ୍ତୁ ଜାଣିବା ଏହି ଚା’ ପତିର କ’ଣ ରହିଛି ଫାଇଦା । ସନ୍‌ ବର୍ଣ୍ଣ ଦୂର…

ଶୀତ ଦିନେ ଜବରଦସ୍ତ ଫାଇଦା ମିଳିବ ଏଥିରୁ : ଛାତିରେ ଜମିବନି କଫ କି ହେବନି ଥଣ୍ଡା, ଦେଶୀ ଘିଅର ଅନେକ ଫାଇଦା

ଶୀତ ଦିନେ ସାଧାରଣତଃ ଥଣ୍ଡା ଓ କଫ ଏକ ସାଧାରଣ ରୋଗ । ତେବେ ଏହି ସବୁ ଋତୁକାଳୀନ ରୋଗରୁ ରକ୍ଷା ପାଇବା ସହ ଶରୀରରେ ପ୍ରତିରୋଧ ଶକ୍ତି ବୃଦ୍ଧି କରିବାରେ ଦେଶୀ ଘିଅ ବହୁତ ଉପକାରୀ ହୋଇଥାଏ । ଘିଅ ଖାଦ୍ୟରେ ସ୍ୱାଦ ବଢ଼ାଇବା ସହ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଶାରୀରିକ ଓ ମାନସିକ ବିକାଶ…

ଷ୍ଟ୍ରୋକର ବିପଦକୁ କମ୍‌ କରିଥାଏ ଏହିସବୁ ଜିନିଷ, ଜାଣନ୍ତୁ କେତେ ଭୟଙ୍କର ଏହି ରୋଗ

ପ୍ରତି ୪୦ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକର ଶିକାର ହୋଇଥାଏ ହୁଏତ ଏକଥା ଆପଣ କମ୍‌ ଜାଣିଥିବେ । ଆମେରିକାରେ ଷ୍ଟ୍ରୋକ ମୃତ୍ୟୁର ପଞ୍ଚମ ସବୁଠୁ ବଡ଼ କାରଣ। ଷ୍ଟ୍ରୋକ୍ ଯେକୌଣସି ମଣିଷଙ୍କୁ ହୋଇପାରେ। ଡାକ୍ତରଙ୍କ ମତରେ ମସ୍ତିଷ୍କର କୋଶିକା ମଧ୍ୟରେ ଠିକ ଭାବେ ରକ୍ତ ସଞ୍ଚାରଣ ନ ହେବା ଫଳରେ…

ଆଜି ଘରେ ସ୍ନାକ୍ସରେ ବନାନ୍ତୁ ଚଟାପଟ ଚଣା, ଏମିତି କରନ୍ତୁ ପ୍ରସ୍ତୁତ

ଚଣା ଖାଇବା ଶରୀର ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। କିନ୍ତୁ ଏହାକୁ ସବୁବେଳେ ସିଝାଇ ଖାଇବା ପାଇଁ ବିରକ୍ତି ଲାଗିଥାଏ। ଏମିତିରେ ଆମେ ଆଜି ଆପଣଙ୍କୁ ଏମିତି ଚଟପଟା ଚଣା ପ୍ରସ୍ତୁତି ବିଷୟରେ ଶିଖାଇବୁ ଯାହା ଆପଣଙ୍କ ଶରୀର ପାଇଁ ଲାଭକାରୀ ହୋଇଥିବା ସହ ସ୍ୱାଦିଷ୍ଟ ମଧ୍ୟ ହେବ। ତେବେ ଆସନ୍ତୁ…

ବାସ୍ତୁ ଟିପ୍ସ: ପିଲାର ପଢିବା ଏବଂ ଲେଖିବାରେ ମନ ଲାଗୁନାହିଁ କି ? ଷ୍ଟଡିରୁମ୍‌ରେ ଏହିସବୁ ଜିନିଷର ଧ୍ୟାନ ରଖନ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ ପାଠପଢ଼ାରେ ମନ ଲଗାଇବା ଏବଂ କ୍ୟାରିୟର ବନାଇବା ପାଇଁ ଧ୍ୟାନ କେନ୍ଦ୍ରିତ କରିବା ସବୁଠୁ ଅଧିକ ଜରୁରୀ। ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ପାଠପଢ଼ା ରୁମ୍ ଅର୍ଥାତ୍ ଷ୍ଟଡି ରୁମ୍ ଠିକ ଭାବେ ବ୍ୟବସ୍ଥିତ କରିବା ଉଚିତ୍। ଘରେ ବାସ୍ତୁ ଦୋଷ ହେବା ଦ୍ବାରା…

ଦୀପାବଳି ପୂଜାରେ ପାଆନ୍ତୁ ଚେହେରାରେ ଇନ୍ସାଣ୍ଟ ଗ୍ଲୋ, ଫଲୋ କରନ୍ତୁ ଏହି ତିନୋଟି ଷ୍ଟେପ

ନେଚୁରାଲ ଗ୍ଲୋ ତ୍ୱଚା ସବୁ ମହିଳା ଇଚ୍ଛା କରିଥାନ୍ତି।ପାର୍ଲର ଅପେକ୍ଷା କିଛି ଘରୋଇ ଉପଚାର କରିବା ଦ୍ୱାରା ସ୍କିନ ଅଧିକ ଗ୍ଲୋ କରିଥାଏ।ବର୍ତ୍ତମାନ ପର୍ବପର୍ବାଣୀର ସମୟ ଆରମ୍ଭ ହୋଇଯାଇଥିବାରୁ ସମସ୍ତେ ନିହାତି ସୁନ୍ଦର ସ୍କିନ ଇଚ୍ଛା କରୁଥିବେ। ଆଗକୁ ଦୀପାବଳି ପର୍ବ ଆସୁଥିବାରୁ ଆମେ ଆପଣଙ୍କୁ…

୬ ପ୍ରକାର କ୍ୟାନ୍‌ସରରୁ ରକ୍ଷା କରିବ ଗୋଟିଏ ଗିନା ସୋରିଷ ଶାଗ, ଜାଣନ୍ତୁ କ’ଣ ରହିଛି ଅନ୍ୟ ଫାଇଦା

କ୍ୟାନ୍‌ସର(କର୍କଟ) ରୋଗ ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଛି । ବିଶ୍ୱ କ୍ୟାନ୍‌ସର ରିପୋର୍ଟ ଅନୁଯାୟୀ ଭାରତରେ ୨୦୧୮ରେ ପ୍ରାୟ ୧.୧୬ ମିଲିୟନ୍‌ ନୂଆ କ୍ୟାନ୍‌ସର ମାମଲା ସାମ୍ନାକୁ ଆସିଥିବା ବେଳେ ୭ ଲକ୍ଷ ୮୪ ହଜାର ୮୦୦ ରୋଗୀ ମୃତ୍ୟୁ ମୁଖରେ ପଡିଥିବା ଜଣାଯାଇଛି । ତଥାପି ଖାଦ୍ୟପେୟ ଓ ଜୀବନ…

ଯେଉଁ ଝିଅମାନଙ୍କଠାରେ ଥାଏ ଏହି ୫ଟି ଲକ୍ଷଣ, ସବୁ ପରିସ୍ଥିତିରେ ସାଥ ଦେଇଥାଏ ସେମାନଙ୍କ ଭାଗ୍ୟ

ଝିଅମାନେ ମା' ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି। ହିନ୍ଦୁ ଶାସ୍ତ୍ରରେ ମହିଳାମାନଙ୍କର ଏମିତି କିଛି ଗୁଣ ଏବଂ ଲକ୍ଷଣ ବିଷୟରେ କୁହାଯାଇଛି, ଯାହାକି ବହୁତ ଶୁଭ ହୋଇଥାଏ। ଏମାନଙ୍କୁ ବିବାହ କଲେ ଏମାନଙ୍କ ସ୍ୱାମୀଙ୍କ ଭାଗ୍ୟ ବଦଳି ଯାଇଥାଏ। ଏହାସହିତ ଘର ଖୁସିରେ ଭରିଉଠିଥାଏ। ଆସନ୍ତୁ ଜାଣିବା ସେ…

ଚାଣକ୍ୟ ନୀତି : ବ୍ୟକ୍ତିର କିଛି ଅଭ୍ୟାସ ହିଁ ଧନବାନ ହେବା ରାସ୍ତାରେ କଣ୍ଟା ପରି ବାଧକ ସାଜିଥାଏ, ଜାଣନ୍ତୁ କ’ଣ

ଆଚାର୍ଯ୍ୟ ଚାଣକ୍ୟ ନୀତି ଶାସ୍ତ୍ରରେ ଧନ, ବ୍ୟବସାୟ, ବୈବାହିକ ଜୀବନ, ପରିବାର, ଚାକିରି ଆଦି ଜଡ଼ିତ ସମସ୍ୟାର ସାମାଧାନ ବହୁତ ସରତଳାର ସହ ବୁଝାଇ ଦେଇଛନ୍ତି। ଚାଣକ୍ୟ ନୀତି ଶାସ୍ତ୍ର ଅନୁସାରେ, ବ୍ୟକ୍ତିଙ୍କର କିଛି ଅଭ୍ୟାସ ହିଁ ଧନବାନ ହେବା ରାସ୍ତାରେ କଣ୍ଟା ପରି ବାଧକ ସାଜିଥାଏ। ଏହି…