Browsing Category

ଲାଇଫ୍ ଷ୍ଟାଇଲ୍

କେବେ ଖାଇଛନ୍ତି କି କର୍ନ କାଜୁ ପଲାଉ? ଜାଣନ୍ତୁ ଏହାକୁ କେମିତି ବନାଇବେ

ଆପଣ ଅନେକ ପ୍ରକାରର ସ୍ୱାଦର ପଲାଉ ଖାଇଥିବେ। କିନ୍ତୁ କେବେ କର୍ନ କାଜୁ ପଲାଉ କରି ଖାଇଛନ୍ତି କି ? ଯଦି ଏପରି କରିନାହାନ୍ତି, ତେବେ ଆଜି ଆପଣ ଏହାକୁ ଘରେ ବନାଇ ଖାଇପାରିବେ। ଆସନ୍ତୁ ଜାଣିବା ଏହାକୁ କେମିତି ବନାଇବେ। ଆବଶ୍ୟକ ସାମଗ୍ରୀ: ଚାଉଳ, କର୍ନ(ମକା), କାଜୁ, ପିଆଜ, ଟମାଟର,…

ମୁଲତାନି ମାଟି ବ୍ୟବହାର କରୁଛନ୍ତି କି? ହୋଇଯାନ୍ତୁ ସାବଧାନ, ଦେଖାଯାଇପାରେ ଏହି ସବୁ ସମସ୍ୟା

ତ୍ୱଚାର ଯତ୍ନ ପାଇଁ ଆମେ ଅନେକ ଘରୋଇ ଉପଚାର ବ୍ୟବହାର କରିଥାଉ। ସେ ମଧ୍ୟରୁ ମୁଲତାନି ମାଟି ତ୍ୱଚାରେ ଗ୍ଲୋ ଆଣିଥାଏ ଓ ଏହାକୁ ପ୍ରାୟ ସମସ୍ତେ ବ୍ୟବହାର କରିଥାନ୍ତି। କିନ୍ତୁ କୌଣସି ପଦାର୍ଥକୁ ବ୍ୟବହାର କରିବା ପୂର୍ବରୁ ତା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ଆବଶ୍ୟକ। ନିଜ ତ୍ୱଚାରେ ବ୍ୟବହାର…

ଅବସର ଗ୍ରହଣ ପରେ ବି ଆପଣ ଏହି ୩ଟି ଉପାୟରେ କରିପାରିବେ ରୋଜଗାର, ସେଭିଂସ ଉପରେ ଆସିବନି କୌଣସି ଆଞ୍ଚ

ଅବସର ଗ୍ରହଣ ପରେ ପଇସାର ଯେପରି କୌଣସି ଅଭାବ ନ ରହିବ, ସେଥିପାଇଁ ଆପଣଙ୍କ ରୋଜଗାର ଜାରି ରହିବା ଜରୁରୀ। ପେନସନ, ପିଏଫ ଏବଂ ଗ୍ରାଚ୍ୟୁଇଟି ଯେତେ ବି ଥାଉ ନା କାହିଁକି, ସମସ୍ତେ ପଇସାର ଅଭାବରୁ ବଞ୍ଚିବା ପାଇଁ ରୋଜଗାରର କିଛି ନା କିଛି ପନ୍ଥା ବିଷୟରେ ଭାବିଥାନ୍ତି। ବର୍ଷ ବର୍ଷ ଧରି କଠିନ…

ଯଦି ଆପଣଙ୍କ ଠାରେ ମଧ୍ୟ ଦେଖାଯାଉଛି ଏହିସବୁ ଲକ୍ଷଣ ତାହେଲେ ତୁରନ୍ତ ଗ୍ରହଣ କରନ୍ତୁ ସୂର୍ଯ୍ୟକିରଣ, ଆପଣଙ୍କୁ ଆବଶ୍ୟକ…

ଆଜି ଆମେ ଆପଣଙ୍କୁ ଏପରି ୫ଟି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ଶରୀରରେ ଭିଟାମିନ୍ D ର ଅଭାବକୁ ସୂଚାଇ ଥାଏ । ଯଦି ଆପଣ ବି ନିଜ ଶରୀରରେ ଏହିସବୁ ଲକ୍ଷଣ ଦେଖୁଛନ୍ତି ତାହେଲେ ତୁରନ୍ତ ସୂର୍ଯ୍ୟଙ୍କ ନିକଟକୁ ଯାଆନ୍ତୁ ଏବଂ ଭିଟାମିନ୍ ଡି ଅଭାବକୁ ପୂର୍ଣ୍ଣ କରିବା ପାଇଁ ନିୟମିତ ଭାବେ…

ନିଶ୍ଚୟ ଜାଣନ୍ତୁ : ଲୁଣ ପାଣିରେ ଗାଧୋଇବା ଦ୍ୱାରା ମିଳିଥାଏ ଏହିସବୁ ଆଶ୍ଚର୍ଯ୍ୟକର ଫାଇଦା

ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ଲୁଣିଆ ପାଣି ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ । ସ୍ନାନ ପାଣିରେ ଆପଣ ନିଶ୍ଚିତ ଭାବରେ ଫୁଲ, ଗୋଲାପ ଜଳ କିମ୍ବା ଅନ୍ୟାନ୍ୟ ପଦାର୍ଥ ବ୍ୟବହାର କରିଥିବେ । କିନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲୁଣିଆ ପାଣି କେତେ ଲାଭଦାୟକ ହୋଇପାରେ ସେକଥା ହୁଏତ…

ପିଲାଙ୍କ ପାଇଁ ବନାନ୍ତୁ ଚକୋଲେଟ୍‌ ଲଲିପପ୍‌, ବନାଇବା ଏକଦମ ସହଜ

ପିଲାମାନଙ୍କୁ ଚକୋଲେଟ ବହୁତ ପସନ୍ଦ ଆସିଥାଏ। ଅଧିକାଂଶ ପିଲାଙ୍କୁ ଚକୋଲେଟ ପ୍ରସ୍ତୁତ ଜିନିଷ ଖାଇବାକୁ ବହୁତ ପସନ୍ଦ। ଆପଣ ଘବରେ ଚକୋଲେଟ କେକ କିମ୍ବା ଲଲିପପ୍‌ ବନାଇ ଦେଇପାରିବେ। ଆଜି ଆମେ ଆପଣଙ୍କୁ ରେଡ ଭେଲଭେଟ ଲଲିପପ ରେସିପି ବିଷୟରେ ଜଣାଇବୁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି…

ପରିସ୍ରାରେ ରକ୍ତ ପଡିବାର ପାଞ୍ଚଟି ମୁଖ୍ୟ କାରଣ, ଅଣଦେଖା କରନ୍ତୁ ନାହିଁ ନଚେତ ଭୋଗିବେ ଏହିସବୁ ସମସ୍ୟା

ପରିସ୍ରାରେ ରକ୍ତ ପ୍ରବାହ ହେବା ପୁରୁଷଙ୍କ ନିକଟରେ ଏକ ସାଧାରଣ କିନ୍ତୁ ଗମ୍ଭୀର ସମସ୍ୟା ଭାବେ ଦେଖାଯାଇଥାଏ। ଏହାକୁ ଅଣଦେଖା କଲେ ଭବିଷ୍ୟତରେ ଏହା ଅଧିକ ଭୟଙ୍କର ରୂପ ମଧ୍ୟ ନେଇପାରେ। ମେଡିକାଲ ଭାଷାରେ ଏହି ସମସ୍ୟାକୁ ହେମାଟ୍ୟୁରିୟା କୁହାଯାଏ। ସାଧାରଣତଃ ପରିସ୍ରା ଆସୁଥିବା ରାସ୍ତାରେ…

ପଚା ଅଣ୍ଡା ଖାଉନାହାନ୍ତି ତ ଆପଣ? ୨ ମିନିଟ୍‌ରେ ଚେକ୍‌ କରନ୍ତୁ ଅଣ୍ଡାର କ୍ୱାଲିଟି

ଅଣ୍ଡାରେ ପ୍ରଚୁର ପରିମାଣର ଭିଟାମିନ୍‌ ଓ ପ୍ରୋଟିନ୍‌ ରହିଥାଏ, ଯାହା ଶରୀରକୁ ଶକ୍ତି ଯୋଗାଏ। ଶୀତଦିନେ ଶରୀରକୁ ଗରମ ରଖିବାକୁ ମଧ୍ୟ ଡାକ୍ତରମାନେ ଅଣ୍ଡା ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ କେବେ ଆପଣ ଅଣ୍ଡା ଖାଇବା ପୂର୍ବରୁ ଏହାର କ୍ୱାଲିଟି ଚେକ୍‌ କରିବା କଥା ଚିନ୍ତା କରିଛନ୍ତି କି?…

ବେଡରୁମରେ ନିଶ୍ଚିତ ଲଗାନ୍ତୁ ଏହି ଦେବଦେବୀଙ୍କ ଫଟୋ, ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଆସିବ ସୁଧାର

ବେଳେବେଳେ ଆମେ କରୁଥିବା ଛୋଟମୋଟ ଭୁଲ ଆମ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ। ବୈବାହିକ ଜୀବନରେ ସ୍ଵାମୀ, ସ୍ତ୍ରୀ ବି ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସେମାନଙ୍କୁ ବୈବାହିକ ସୁଖ ମିଳିପାରି ନ ଥାଏ। ଏଥିପାଇଁ ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ବେଡରୁମରେ ଭଗବାନଙ୍କ ଫଟୋ ଲଗାଇବାକୁ…

ସେଓ ଦ୍ୱାରା କମିପାରିବ ମୋଟାପଣ, ଜାଣନ୍ତୁ ବ୍ୟବହାର କରିବାର ସଠିକ ଉପାୟ

ସେଓ କୁ ଶକ୍ତିର ଖଣି କୁହାଯାଇଥାଏ। ଦିନରେ ଗୋଟିଏ ସେଓ ଖାଇବା ଦ୍ୱାରା ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡିନଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ସେଓ ସେବନ କରି ମଧ୍ୟ ଓଜନ କମ କରାଯାଇପାରିବ । ସେଓ ରେ ପୋଟାସିୟମ ଏବଂ ଫାଇବାର ଅଧିକ ମାତ୍ରାରେ ରହିଥାଏ । ତେବେ ଆସନ୍ତୁ ଜାଣିବା କିପରି…

ବାସ୍ତୁଶାସ୍ତ୍ର ଅନୁସାରେ ବିବାହ ଯୋଗ୍ୟ ଯୁବକ କରନ୍ତୁନି ଏହି ୬ଟି ଭୁଲ, ନଚେତ ସାରା ଜୀବନ ରହିଯିବେ କୁଆଁରା

ବାସ୍ତୁଶାସ୍ତ୍ର ଏକ ବିଜ୍ଞାନ, ଯାହା ଦିଗ ଏବଂ ଆପଣଙ୍କ ଆଖପାଖରେ ଥିବା ଜିନିଷଗୁଡ଼ିକର ଭଲ ଏବଂ ଖରାପ ପ୍ରଭାବ ସମ୍ପର୍କରେ ସୂଚନା ଦେଇଥାଏ। ଆଜି ଆମେ ଆପଣଙ୍କୁ ବାସ୍ତୁ ହିସାବରେ ଜଣେ ବିବାହ ଯୋଗ୍ୟ ଯୁବକ କ'ଣ ସବୁ କରିବା ଉଚିତ, ତାହା କହିବାକୁ ଯାଉଛୁ। ୧. ବିବାହ ଯୋଗ୍ୟ କୁଆଁରା ଯୁବକ…

ଅଫିସ୍‌ କ୍ୟାସ୍‌ ବାକ୍ସରେ ରଖନ୍ତୁ ଏହି ଗୋଟିଏ ଜିନିଷ, ଦୁଇଗୁଣିତ ହୋଇଯିବ ଆୟ

ସମସ୍ତେ ଚାହାନ୍ତି ଧନ ଅର୍ଜନ କରି ଧନୀ ହେବାକୁ। ତେଣୁ ବିଭିନ୍ନ ଉପାୟ ଆପଣାଇଥାଆନ୍ତି। ଖାସ୍‌ କରି ଧନ ଲାଭ ପାଇଁ ଅଧିକାଂଶ ଲୋକ ବାସ୍ତୁବିତ୍‌ଙ୍କ ମତ ଲୋଡ଼ିଥାନ୍ତି। ଅଫିସ ଓ ଘରେ କେତେକ ପରିବର୍ତ୍ତନ କଲେ ଆପଣ ବି ଧନ ଲାଭ କରିପାରିବେ। ବାସ୍ତୁବିତ୍‌ଙ୍କ ମତରେ ଦର୍ପଣ ବି ଆପଣଙ୍କୁ ଧନ ରୋଜଗାର…