Browsing Category

ଲାଇଫ୍ ଷ୍ଟାଇଲ୍

ଦଶହରାରେ ଘରେ ଖୁବ ସହଜରେ ପ୍ରସ୍ତୁତ କରନ୍ତୁ “ପନିର ବର୍ଫି” , ସ୍ୱାଦ ଚାଖି ନିଶ୍ଚିନ୍ତ କହିବେ ବାଃ ବାଃ

ପାର୍ବଣ ଋତୁରେ ଆମେ ସାଧାରଣତଃ ଘରେ ଭିନ୍ନ ଭିନ୍ନ ପ୍ରକାରର ପିଠା ପଣା ପ୍ରସ୍ତୁତ କରି ନିଜେ ଖାଇଥାଉ ଓ ସାଙ୍ଗସାଥି, ବନ୍ଧୁ ବାନ୍ଧବ ମାନଙ୍କୁ ଖୁଆଇ ଥାଉ । ବେଳେବେଳେ ସମାନ ପ୍ରକାରର ମିଠା ଖାଇ ଆମେ ବୋର ମଧ୍ୟ ହୋଇଯାଉ । ତେଣୁ ସ୍ୱାଦରେ କିଛିଟା ଭିନ୍ନତା ଆଣିଲେ ମଜା ଆହୁରି ବଢିଯିବା ସହ ଆମ…

ମୋଟାପଣ କମାଇବାକୁ ଘିକୁଆଁରି ସହ ମିଶାଇ ଖାଆନ୍ତୁ ଏହି ଦୁଇଟି ଜିନିଷ, ଆଶ୍ଚର୍ଯ୍ୟଜନକ ଭାବେ କମିବ ଓଜନ

ଶରୀରକୁ ସୁସ୍ଥ ରଖିବାକୁ ସମସ୍ତେ ଚାହାନ୍ତି। ଏଣୁ ବ୍ୟାୟାମ ଠାରୁ ଆରମ୍ଭ କରି ଯୋଗ, ପ୍ରାଣାୟାମ, ଖାଦ୍ୟପେୟ ଉପରେ ସମସ୍ତେ ଧ୍ୟାନ ଦେଇଥାନ୍ତି। ତଥାପି କିଛି ଲୋକ ମୋଟା ହୋଇଯାଉଥିବା ଦେଖିବାକୁ ମିଳେ। ଯେତେ ଚେଷ୍ଟା କଲେ ବି ସେମାନେ ପତଳା ହୋଇପାରନ୍ତି ନାହିଁ। କିନ୍ତୁ ଆୟୁର୍ବେଦରେ କିଛି…

ଦଶହରାରେ ଯଦି ଏହି ତିନିଟି ଜିନିଷ ଦେଖନ୍ତି, ତେବେ ଚମକିବ ଭାଗ୍ୟ

ଶାରଦୀୟ ନବରାତ୍ରି ସମାପ୍ତ ହେବା ପରଦିନ ହିଁ ଦଶହରା ଅର୍ଥାତ୍‌ ବିଜୟା ଦଶମୀ ପାଳନ କରାଯାଏ। ଏହି ଉତ୍ସବରେ ଖରାପ ଉପରେ ସତ୍ୟର ବିଜୟର ପ୍ରତୀକ। ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ, ଦଶହରା ଦିନ ଭଗବାନ ରାମ ରାବଣକୁ ବଧ କରି ବିଜୟ ହାସଲ କରିଥିଲେ। ବିଜୟ ଦଶମୀ ଚଳିତବର୍ଷ ୨୫ ଅକ୍ଟୋବର ଅର୍ଥାତ୍‌…

ଓଜନ ସହିତ ବ୍ଲଡ୍‌ ପ୍ରେସର ମଧ୍ୟ ହେବ କଣ୍ଟ୍ରୋଲ୍‌, ବ୍ରତରେ ଖାଆନ୍ତୁ ଏହି ସବୁ ଖାଦ୍ୟ

ଏବେ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଅଧିକାଂଶ ବ୍ୟକ୍ତି ପୂଜା ପାର୍ବଣ ସମୟରେ ଉପବାସ ବ୍ରତ କରିଥାନ୍ତି । ଏବେ ନବରାତ୍ର ପାଳନ ଅବସରରେ ଉପବାସ ବ୍ରତ ଚାଲିଛି । ତେଣୁ ଏହି ସମୟରେ ଆମେ କିଭଳି ଖାଦ୍ୟ ଖାଇଲେ ଆମ ଓଜନ କମିବା ସହ ବ୍ଲଡ୍‌ ପ୍ରେସର ମଧ୍ୟ କଣ୍ଟ୍ରୋଲ ହୋଇପାରିବ । ଆସନ୍ତୁ ଜାଣିବା…

ୟୁରିକ୍‌ ଏସିଡ୍‌କୁ ମାତ୍ର କିଛି ଦିନରେ କଣ୍ଟ୍ରୋଲ କରିବ ଜୁଆଣି, ଜାଣନ୍ତୁ ସେବନ କରିବାର ସଠିକ୍‌ ସମୟ ଓ ଉପାୟ

କିଛି ରୋଗ ଏମିତି ହୋଇଥାଏ, ଯାହା ପାଇଁ ମେଡିସିନ୍‌ ସହ ଘରୋଇ ଉପଚାର ବି ଆବଶ୍ୟକ ପଡ଼େ। ସେଭଳି ଏକ ରୋଗ ହେଉଛି ୟୁରିକ୍‌ ଏସିଡ୍‌। ୟୁରିକ୍‌ ଏସିଡ୍‌ ବଢ଼ିବା ଯୋଗୁ ଶରୀରରେ ଅନେକ ସମସ୍ୟା ଦେଖାଯାଏ। ଏଣୁ ରୋଗର ଲକ୍ଷଣ ପ୍ରକାଶ ପାଇବା ପରେ ତୁରନ୍ତ ଚିକିତ୍ସା କରାଇ ନେବା ଉଚିତ। ରୋଷେଇ ଘରେ ଥିବା…

ମାତାରାଣୀଙ୍କୁ ଭୋଗ ଲଗାନ୍ତୁ ଘର ତିଆରି ସନ୍ଦେଶ, ବନାଇବା ପୂରା ସହଜ

ଆବଶ୍ୟକ ସାମଗ୍ରୀ କ୍ଷୀର – ୨ ଲିଟର ଲେମ୍ବୁ ରସ ଭିନେଗାର କିମ୍ବା ଦହି – ୨ ଟେବୁଲ ଚାମଚ ଚିନି ପାଉଡର – ୧/୨ କପ୍‌ ଡାଲଚିନି ପାଉଡର – ୧/୪ ଚାମଚ ବାଦାମ – ୩ ଟେବଲ ଚାମଚ (ସଜେଇବା ପାଇଁ) ପିସ୍ତା – ୩ ଟେବୁଲ ଚାମଚ (ସଜାଇବା ପାଇଁ) ଚେରୀ – ୩ ଟେବୁଲ ଚାମଚ…

ଏହି ସମସ୍ୟାରେ ଥିବା ଲୋକ ଭୁଲରେ ବି ଖାଆନ୍ତୁନାହିଁ ବାଇଗଣ, ନଚେତ୍‌ ଫଳ ହୋଇପାରେ ଓଲଟା

ବାଇଗଣ ଭର୍ତ୍ତା ଅନେକ ଲୋକଙ୍କର ବହୁତ ପ୍ରିୟ ହୋଇଥାଏ। ଏହାକୁ ଆମେ ବହୁତ ମଜାରେ ଖାଇଥାନ୍ତି। ଟେଷ୍ଟୀ ବ୍ୟତୀତ ବାଇଗଣରେ ପ୍ରସ୍ତୁତ ବ୍ୟଞ୍ଜନ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଫାଇଦାପୂର୍ଣ୍ଣ ମଧ୍ୟ ହୋଇଥାଏ। ଥଣ୍ଡା ହୋଇଥିଲେ ବାଇଗଣ ଖାଇବାର ବହୁତ ଫାଇଦା ରହିଛି। ଏଥିରେ ଥିବା ପୋଷକ ତତ୍ତ୍ୱ ଅନ୍ୟ…

ଅନେକ ରୋଗର ଗୋଟିଏ ନିଦାନ ମଟର, ଜାଣନ୍ତୁ ଆଖି ପାଇଁ ଅମୃତ ହେବା ସହ କ’ଣ ରହିଛି ଫାଇଦା

ଶୀତ ଦିନରେ ବିଭିନ୍ନ ପ୍ରକାର ପରିବା ସହ ଗ୍ରୀନ ମଟର ବହୁତ ପସନ୍ଦ ହୋଇଥାଏ । ଶରୀରର ସୁସ୍ଥତା ପାଇଁ ଏହାର ସେବନ ବହୁତ ଲାଭକାରୀ ହୋଇଥାଏ । ଏଥିରେ ପ୍ରୋଟିନ, ଫାଇବର, ଭିଟାମିନ୍‌, ଫସଫରସ୍‌, ପଟାସିୟମ୍‌, ଆଇରନ୍‌, ମ୍ୟାଗ୍ନେସିୟମ୍‌, କାମ୍ପର ଓ ଜିଙ୍କ ଆଦି ପୋଷକ ତତ୍ତ୍ୱ ଥାଏ । ଏହାକୁ ଖାଇବା…

ଉପାସରେ ବନାଇ ପିଅନ୍ତୁ କାଜୁ ସେକ୍‌, ପେଟ ରହିବ ଥଣ୍ଡା

ଆଜି ଅଷ୍ଟମୀ ପୂଜା। ଦୁର୍ଗାଷ୍ଟମୀ ପାଇଁ ଉପାସ ତ ନିଶ୍ଚୟ କରିଥିବେ। ତେବେ ଏହି ସମୟରେ କେବଳ ଫଳାହାର କରାଯାଏ। ଆପଣ ଚାହିଁଲେ ଜୁସ୍‌ କିମ୍ବା ସେକ୍‌ ବନାଇ ପିଇ ପାରିବେ, ଯାହା ଆପଣଙ୍କ ପେଟକୁ ଥଣ୍ଡା ରଖିଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ ମିଲ୍କ ସେକ ବନାଇବା ରେସିପି ଜଣାଇବୁ। ଆସନ୍ତୁ ଜାଣିବା…

ଏହି ରାଶିର ବ୍ୟକ୍ତି ହୋଇଥାନ୍ତି ଭଲ ବସ୍‌ , କର୍ମଚାରୀଙ୍କ ପାଇଁ ହୋଇଥାନ୍ତି ପ୍ରିୟ

କର୍ମକ୍ଷେତ୍ର ବା ଅଫିସରେ ମଜବୁତ ଟିମ୍‌ ଓ୍ଵାର୍କ ରହିଲେ କାମ ସହଜରେ ହୋଇଥାଏ।ସେହିପରି ଜଣେ ଉତ୍ସାହୀ, ନିଷ୍ଠାବାନ ବସ୍‌ କିମ୍ବା ମାଲିକଙ୍କ ବିନା ଅଫିସର ପରିବେଶ ଏବଂ କର୍ମଚାରୀଙ୍କ ଆତ୍ମବଳ ଦୁର୍ବଳ ହୋଇଯାଏ। ପ୍ରତ୍ୟେକ ବ୍ୟକ୍ତି ବା ମାଲିକ ନିଜ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ…

ଘରେ ସୁଖ ଶାନ୍ତି ଧନ ପାଇଁ ଦଶହରା ଦିନ ନିଶ୍ଚୟ କରନ୍ତୁ ଏହି କାମ, ଫଳ ମିଳିବ ଶୁନିଶ୍ଚିତ

ନବରାତ୍ରୀର ପାର୍ବଣ ଋତୁ ଚାଲିଛି, ଏହାପରେ ଦଶହରା ଆସିବ। ଦଶହରା ଦିନକୁ ଅଧର୍ମରେ ଧର୍ମର ବିଜୟ ହୁଏ ବୋଲି କୁହାଯାଏ। ଶାସ୍ତ୍ରରେ ଏହି ଦିନର ବହୁତ ବଡ ମହତ୍ତ୍ୱ ରହିଛି। ଏହି ଦିନ ଆପଣଙ୍କ ଜୀବନରୁ ନକାରାତ୍ମକତାର ଅନ୍ତ ହୋଇ ଘରେ ସୁଖ-ଶାନ୍ତି ଏବଂ ଖୁସି ଆସିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ…

ଆମିଷ ଖାଉଥିଲେ ବି ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଡାଲି, ୬ ସପ୍ତାହରେ କମାଇଦେବ ମୋଟାପଣ !

ଡାଲି ପ୍ରୋଟିନର ଏକ ଭଲ ମାଧ୍ୟମ। କିନ୍ତୁ ଏକ ନୂଆ ଅଧ୍ୟୟନରୁ ଖୁଲାସା ହୋଇଛି ଯେ ଏହାଦ୍ୱାରା ଓଜନ ମଧ୍ୟ ହ୍ରାସ କରାଯାଇପାରିବ। ବିଶେଷଜ୍ଞଙ୍କ ମୁତାବକ, ୧୩୦ ଗ୍ରାମ ବିନ୍ସ, ମଟର, ରାଜମା, ଛୋଲେ ବା କାବୁଲି ବୁଟ ଏବଂ ଡାଲି(ଚଣା) ଖାଇବା ଦ୍ୱାରା ସପ୍ତାହରେ ୩୪୦ ଗ୍ରାମ ପର୍ଯ୍ୟନ୍ତ ଓଜନ ହ୍ରାସ…