Browsing Category

ଲାଇଫ୍ ଷ୍ଟାଇଲ୍

ଅଫିସ୍‌ କ୍ୟାସ୍‌ ବାକ୍ସରେ ରଖନ୍ତୁ ଏହି ଗୋଟିଏ ଜିନିଷ, ଦୁଇଗୁଣିତ ହୋଇଯିବ ଆୟ

ସମସ୍ତେ ଚାହାନ୍ତି ଧନ ଅର୍ଜନ କରି ଧନୀ ହେବାକୁ। ତେଣୁ ବିଭିନ୍ନ ଉପାୟ ଆପଣାଇଥାଆନ୍ତି। ଖାସ୍‌ କରି ଧନ ଲାଭ ପାଇଁ ଅଧିକାଂଶ ଲୋକ ବାସ୍ତୁବିତ୍‌ଙ୍କ ମତ ଲୋଡ଼ିଥାନ୍ତି। ଅଫିସ ଓ ଘରେ କେତେକ ପରିବର୍ତ୍ତନ କଲେ ଆପଣ ବି ଧନ ଲାଭ କରିପାରିବେ। ବାସ୍ତୁବିତ୍‌ଙ୍କ ମତରେ ଦର୍ପଣ ବି ଆପଣଙ୍କୁ ଧନ ରୋଜଗାର…

ଖାଲି ପେଟରେ ଖାଆନ୍ତୁ ଏହି ଗୋଟିଏ ଜିନିଷ, ଡାଇବେଟିସ୍‌ ହେବ ନିୟନ୍ତ୍ରିତ ଏବଂ କ୍ୟାନ୍‌ସର ରହିବ ଦୂରରେ

ରସୁଣ ଏପରି ଏକ ଜିନିଷ ଯେଉଁଥିରେ କ୍ୟାଲ୍‌ସିୟମ୍‌, ଆଇରନ୍‌, ଏଣ୍ଟି ଅକ୍ସିଡାଣ୍ଟ ଓ ଏଣ୍ଟି ବ୍ୟାକ୍ଟେରିଆ ଭଳି ଗୁଣ ରହିଥାଏ । ଏହାକୁ ତରକାରୀ ଓ ଡାଲିରେ ବ୍ୟବହାର କରିବା ସହ କଞ୍ଚା ମଧ୍ୟ ଖାଇପାରିବେ । ଯଦି ସକାଳେ ଖାଲି ପେଟରେ ଖିଆଯାଏ ତେବେ ହଜମ ଶକ୍ତି ବୃଦ୍ଧି ପାଇବା ସହ ମାନସିକ ଚାପ…

ମାତ୍ର ୧୦ ମିନିଟ୍‌ରେ ତିଆରି କରନ୍ତୁ ଟମାଟୋ ଅଣ୍ଡା ସୁପ୍‌, ସନ୍ଧ୍ୟାରେ ଲାଗିବ ଫ୍ରେସ୍‌ ଫ୍ରେସ୍‌

ଆବଶ୍ୟକୀୟ ଉପକରଣ: ୨ଟି ବଡ଼ ଟମାଟୋ ୧ ଚାମଚ ତେଲ ଛୋଟ କଟା ରସୁଣ ଅଳ୍ପ କଟା ପିଆଜ ପତ୍ର ୨ଟି ଅଣ୍ଡା ୨ ବଡ଼ ଚାମଚ କର୍ଣ୍ଣଫ୍ଲୋର ୨ ଚାମଚ ସୋୟା ସସ୍‌ ଅଧ ଚାମଚ ଗୋଲମରିଚ ଗୁଣ୍ଡ ୨ଟି ପତଳା କଟା ହୋଇଥିବା ପିଆଜ ସ୍ୱାଦ ଅନୁସାରେ ଲୁଣ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଟମାଟୋକୁ ଛୋଟ…

ବାସ୍ତୁ ଟିପ୍ସ: ଏକାଦଶୀରେ କରନ୍ତୁ ଏହିସବୁ ଛୋଟ ଉପାୟ, ଦୂର ହେବ ଚିନ୍ତା, ମିଳିବ ଖୁସି

ହିନ୍ଦୁ ଧର୍ମରେ ଏକାଦଶୀର ଏକ ବିଶେଷ ମହତ୍ତ୍ୱ ରହିଛି। ପ୍ରତି ମାସ କୃଷ୍ଣ ଏବଂ ଶୁକ୍ଳ ଦୁଇଟି ପକ୍ଷ ରହିଥାଏ। ଏଥିପାଇଁ ମାସକୁ ଦୁଇଟି ପକ୍ଷ ଏବଂ ବର୍ଷକୁ ୨୪ଟି ଏକାଦଶୀ ଆସିଥାଏ। ପ୍ରତି ମାସରେ ଦୁଇଟି ଏକାଦଶୀ ବ୍ରତ ରଖାଯାଏ। ଏକାଦଶୀ ବ୍ରତରେ ଭଗବାନ ବିଷ୍ଣୁଙ୍କୁ ବିଶେଷ ଆରାଧନା ଏବଂ ପୂଜା…

ସାଲାଡର ଜବରଦସ୍ତ ଫାଇଦା ବିଷୟରେ ଜାଣିଲେ ପ୍ରତିଦିନ ଖାଇବାକୁ ଚାହିଁବେ ଆପଣ

ଆମେ ସାଧାରଣତଃ ଭାତ କିମ୍ବା ରୁଟି ଖାଇଲାବେଳେ ସାଲାଡ୍‌ ଖାଇଥାନ୍ତି, କିନ୍ତୁ ପ୍ରତିଦିନ ଏହାକୁ ଖାଇପାରନ୍ତିନି। ବେଳେବେଳେ ସପ୍ତାହେ ବିତିଯାଏ ଆମେ ସାଲାଡ ଖାଇପାନ୍ତିନି। କିନ୍ତୁ ଆପଣ ସାଲାଡ୍‌ ଖାଇବାର ଲାଭ ବିଷୟରେ ଯଦି ଜାଣିବେ ତାହେଲେ ଆପଣ ଏହାକୁ ପ୍ରତିଦିନ ଖାଇବାକୁ ଇଚ୍ଛା କରିବେ।…

ଗ୍ରୀନ୍‌ ଟି ଓ ବ୍ଲାକ୍‌ ଟି : ଜାଣନ୍ତୁ ଶରୀର ପାଇଁ କେଉଁଟା ଭଲ, କାହାର ରହିଛି କେଉଁ ଗୁଣ

ଚା’ ଶରୀରରେ ସ୍ଫୁର୍ତ୍ତି ପ୍ରଦାନ କରିଥାଏ । ଆମେ ଯଦି କେତେବେଳେ ମାନ୍ଦା କିମ୍ବା ଅଳସ ଅନୁଭବ କରୁ ପ୍ରଥମେ ଚା’ କପ୍‌ଟି କଥା ମନକୁ ଆସେ । ତେବେ ଜାଣନ୍ତି କି ବ୍ଲାକ୍‌ ଟି ଓ ଗ୍ରୀନ୍‌ ଟି ମଧ୍ୟରେ କେଉଁଟି ଶରୀର ପାଇଁ ଭଲ । ଆମେ ଯେତେବେଳେ କ୍ଲାନ୍ତ ଅନୁଭବ କରୁ ଗୋଟିଏ କପ୍‌ ଚା’ ଆମର…

ବେସନ ନୁହେଁ ଚାଉଳ ଗୁଣ୍ଡରେ ବନାନ୍ତୁ ବଢ଼ିଆ ଟେଷ୍ଟୀ ଢ଼ୋକଲା, ମୁହଁରେ ଆସିଯିବ ପାଣି

ଗୁଜରାଟରେ ପ୍ରସିଦ୍ଧ ବ୍ୟଞ୍ଜନ ହେଉଛି ଢ଼ୋକଲା। ଏହାର ସ୍ୱାଦ ପ୍ରାୟ ସମସ୍ତେ ନେଇଥିବେ। ଏହାକୁ ପ୍ରାୟ ଲୋକ ବେସନରେ ବନାଇଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଚାଉଳର ପ୍ରସ୍ତୁତ ଡୋକଲା ବିଷୟରେ ଜଣାଇବୁ। ଯାହା ଆପଣଙ୍କୁ ଏକଦମ୍‌ ନୂଆ ସ୍ୱାଦ ଦେବ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ…

ଆଖିର ଥକ୍କାପଣ ଦୂର କରିବ ଏହି ଘରୋଇ ଉପାୟ, ମିଳିବ ଚମକ

ଆଜିକାଲି ଅଧିକାଂଶ ଲୋକ ଓ୍ଵାର୍କ ଫ୍ରମ ହୋମ କିମ୍ବା ପିଲାମାନେ ଅନଲାଇନ କ୍ଲାସ କରୁଛନ୍ତି। ଏମିତିରେ ଟିଭି, ମୋବାଇଲ ଏବଂ ଲାପଟପ ସ୍କ୍ରିନରେ ଅଧିକ ସମୟ ଚାହିଁ ରହିବାକୁ ପଡୁଛି। ଯାହା ଆଖି ଉପରେ ଖରାପ ପ୍ରଭାବ ପକାଉଛି। କେବଳ ଏତିକି ନୁହେଁ, ଆଖିର ଚମକ ଛଡାଇ ନେବା ସହିତ ଅନେକ ଲୋକଙ୍କ…

ଏହି ରାଶିର ବ୍ୟକ୍ତି ଉତ୍ତମ ଦମ୍ପତି ଅପେକ୍ଷା ହୋଇଥାନ୍ତି ଭଲ ସାଙ୍ଗ, ଏଥିରେ ଆପଣ ବି ନାହାନ୍ତି ତ!

ପ୍ରେମିକ ପ୍ରେମିକା ବା ଦମ୍ପତିଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ନିହାତି ଦରକାର। ଏଣୁ କୁହାଯାଏ ଯେଉଁମାନେ ଯେତେ ଭଲ ବନ୍ଧୁ ହୋଇଥାନ୍ତି, ସେମାନେ ଭବିଷ୍ୟତରେ ସେତେ ଭଲ ଦମ୍ପତି ହୋଇପାରନ୍ତି। ଦମ୍ପତିଙ୍କ ମଧ୍ୟରେ ବନ୍ଧୁତା ଭଳି ସମ୍ପର୍କ ରହିଲେ ସମ୍ପର୍କ ଆହୁରି ମଜଭୁତ ହୋଇଥାଏ। ତେବେ…

ଶୀତଦିନରେ ନିଶ୍ଚିତ ଖାଆନ୍ତୁ ଏହିସବୁ ଜିନିଷ: ବଢିବ ଇମ୍ୟୁନିଟି, କମିବ ଓଜନ

ଶୀତ ଦିନ ଆସୁଛି ଏବଂ ଏହି ଋତୁରେ ଲୋକଙ୍କ ଖାଇବା ପିଇବାର ମାତ୍ରା ଟିକେ ବଢ଼ି ଯାଇଥାଏ। ଅଧିକ ଖାଇବା ଏବଂ କାମ କମ୍ ହୋଇଯିବା ଯୋଗୁଁ ଶୀତଦିନେ ଅନେକ ମେଦବହୁଳତାର ଶିକାର ହୋଇଥାନ୍ତି। ଏହି ଦିନରେ ଫ୍ଲୁ ଏବଂ ଭାଇରସରୁ ବର୍ତ୍ତିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଆବଶ୍ୟକ। ତେବେ ଆସନ୍ତୁ…

ଚାଣକ୍ୟ ନୀତି: ମଣିଷ ଜୀବନରେ ଦୁଃଖର ଏକମାତ୍ର କାରଣ ହେଉଛି ଏହି ଜିନିଷ, ବେଳେ ଥାଉ ଥାଉ ନିଜକୁ ସମ୍ଭାଳିବା ଉଚିତ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଓ ବିଚାରର ବର୍ତ୍ତମାନ ସମୟରେ ବି ପ୍ରାସଙ୍ଗିକତା ରହିଛି। ଯେଉଁ ବ୍ୟକ୍ତି ଏହି ବିଚାରକୁ କାମରେ ଲଗାଏ ସେ ଖୁବ୍‌ କମ୍‌ ଦିନରେ ସଫଳତା ପାଏ। ତେବେ ଆଜି ଆସନ୍ତୁ ଜାଣିବା ଚାଣକ୍ୟଙ୍କ ସେଭଳି ଏକ ବିଚାର ବିଷୟରେ। ଏହା ହେଉଛି କେଉଁ ସବୁ କଥା ଜୀବନରେ ଦୁଃଖକୁ…

ଅଳେଇଚର ଏହି ୩ ନୁସ୍କା କରିବ ଡାଇବେଟିସ୍‌ କଣ୍ଟ୍ରୋଲ, ଜାଣନ୍ତୁ ଅଳେଇର ସମ୍ପର୍କରେ କିଛି ଜରୁରୀ କଥା

ସବୁଜ ଅଳେଇଚ ଦେଖିବାକୁ ଛୋଟ । ହେଲେ ଏଥିରେ ରହିଛି ଅନେକ ଔଷଧୀୟ ଗୁଣ । ଏଥିରେ ଭିଟାମିନ୍‌, କ୍ୟାଲ୍‌ସିୟମ, ଆଇରନ୍‌, ଫାଇବର, ଏଣ୍ଟି ଅକ୍ସିଡାଣ୍ଟ, ଏଣ୍ଟି ଭାଇରାଲ, ଏଣ୍ଟି ଇନ୍‌ଫ୍ଲାମେଟରୀ ଗୁଣ ରହିଛି । ଏହାକୁ ସବୁଦିନ ଖାଇବା ଦ୍ୱାରା ଋତୁ ପରିବର୍ତ୍ତନ ଯୋଗୁ ହେଉଥିବା ଅନେକ ରୋଗ ଭଲ ହେବା…