Below header
Browsing Category

ଲାଇଫ୍ ଷ୍ଟାଇଲ୍

ଏହି ଘରୋଇ ଉପାୟ ଦ୍ବାରା କେବେ ହେବ ନାହିଁ ଅଂଶୁଘାତ

ଖରା ଦିନ ଆସିବା ମାତ୍ରେ ଲୋକଙ୍କର ଚିନ୍ତା ବଢ଼ିଯାଇଥାଏ। ଘର ମାନଙ୍କରେ ଫ୍ୟାନ, କୁଲର ଏସିର ବ୍ୟବହାର ବଢ଼ିଯିବା ବେଳେ ବାହାରେ ଏଥିରୁ ରକ୍ଷା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଥାଏ। କିନ୍ତୁ ଖରାର ପ୍ରଭାବରେ ଲୁ ଅର୍ଥାତ୍‌ ଅଂଶୁଘାତ ହେବାର ଅଧିକ ସମ୍ଭାବନା ରହିଥାଏ। କାରଣ ଖରାରେ ଟିକେ…

ଗରମ ଦିନେ ଘିମିରି ସମସ୍ୟାରୁ ମୁକ୍ତି ଦେବ ଆଳୁ, ଜାଣନ୍ତୁ କରିବେ କିପରି ବ୍ୟବହାର

ଗରମ ଦିନେ ଅଧିକ ଝାଳ ବୋହିଥାଏ। ଏହି କାରଣରୁ ତ୍ବଚାରେ ଘିମିରି ସମସ୍ୟା ଦେଖାଯାଇଥାଏ। ଘିମିରି ହେବା କାରଣରୁ ତ୍ବଚାରେ ନାଲି ଦାଗ ହେବା, ତ୍ବଚା କୁଣ୍ଡେଇ ହେବା ଭଳି ଯନ୍ତ୍ରଣା ଦେଖାଯାଇଥାଏ। ପ୍ରାୟତଃ ଘିମିରି ପିଠି, ପେଟ ଏବଂ ପାଦରେ ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇା ପାଇଁ ଲୋକମାନେ…

ଏହି ୪ଟି କାରଣ ପାଇଁ ଶାଶୁ-ବୋହୂଙ୍କ ମଧ୍ୟରେ ହୋଇଥାଏ ଝଗଡା

ଆଜିର ସମାଜରେ ଅଧିକାଂଶ ଘରର ସମସ୍ୟା ହେଉଛି ଶାଶୂ-ବୋହୂଙ୍କ ମଧ୍ୟରେ ହେଉଥିବା ଝଗଡା। କାରଣ ଶାଶୁ-ବୋହୂଙ୍କର ସମ୍ପର୍କ ସବୁଠୁ ସୂକ୍ଷ୍ମ ଏବଂ ସମ୍ବେଦନଶୀଳ ହୋଇଥାଏ। ଏହି ସମ୍ପର୍କରେ ସାମାନ୍ୟ ଟିକେ ବି ଭୁଲ ପୂରା ସମ୍ପର୍କକୁ ବଦଳାଇଦେଇଥାଏ। ଏଥିପାଇଁ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ…

ଆଘାତ ପାଇ ଘର ଅଗଣାରେ ପଡିଯିବା ପକ୍ଷୀ ଦେଇଥାଏ ଏପରି ଅଶୁଭ ସଂକେତ, ଜାଣନ୍ତୁ ଆହୁରି ଅନେକ କିଛି

ହିନ୍ଦୁ ଧର୍ମରେ ପ୍ରକୃତିରେ ଉପସ୍ଥିତ ସବୁ ଜିନିଷକୁ ସମ୍ବଦ୍ଧ କରି ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ଦ୍ବାରା ଧରାଯାଏ। ଯେଉଁ କାରଣ ପାଇଁ ପ୍ରକ୍ରୁତିରେ ହେଉଥିବା ଘଟଣାର ସମ୍ବଦ୍ଧ କୌଣସି ନା କୌଣସି ରୂପରେ ବ୍ୟକ୍ତିଙ୍କ ସହିତ ଯୋଡି ହୋଇ ରହିଥାଏ। ଆଜି ଆମେ ଆପଣଙ୍କୁ ପ୍ରକୃତିର କିଛି ଏମିତି…

ଏପରି ସ୍ବଭାବର ହୋଇଥାନ୍ତି କନ୍ୟା ରାଶିର ବ୍ୟକ୍ତି, ସୁନ୍ଦର ସହ ଚିନ୍ତାଧାର ରହିଥାଏ ପାରମ୍ପରିକ

ରାଶିଚକ୍ର ଦ୍ବାରା ବ୍ୟକ୍ତିଙ୍କ ଅଜଣା ସ୍ବଭାବ ତଥା ଚରିତ୍ର ବିଷୟରେ ଜଣାପଡିଥାଏ। ଏହା ଦ୍ବାରା ଆପଣ ସେହି ରାଶି ବ୍ୟକ୍ତିଙ୍କ ସହ ମିଶିବା ପୂର୍ବରୁ ତାଙ୍କ ବିଷୟରେ ଜାଣି ପାରିବେ। ଏନେଇ ଆଜି ଆମେ ଆପଣଙ୍କୁ କନ୍ୟା ରାଶିର ବ୍ୟକ୍ତିଙ୍କ ସ୍ବଭାବ ବିଷୟରେ କହିବାକୁ ଯାଉଛୁ। -କନ୍ୟା ରାଶିର…

ଆଜି ବିଷୁବ ସଂକ୍ରାନ୍ତିରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ପଣା

ଆଜି ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବବର୍ଷ । ହନୁମାନ ଜୟନ୍ତୀ । ଘରେ ଘରେ ପଣାର ଆସର । ଠାକୁରଙ୍କୁ ଲାଗି ହୋଇଛି ପଣା । ଚାରିଆଡେ ଆଧ୍ୟାତ୍ମିକ ପରିବେଶ । କେବଳ ଘରେ ନୁହଁ ବିଭିନ୍ନ ମନ୍ଦିରରେ ମଧ୍ୟ ପଣାଛତ୍ର ଖୋଲାଯାଇଛି । କାରଣ ଓଡିଶା ପରମ୍ପରାରେ ପଣାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ।…

୧୫ ମିନିଟରେ ପ୍ରସ୍ତୁତ କରନ୍ତୁ ବାଜରା ପକୁଡି, ଥରେ ଖାଇଲେ ଭୂଲି ପାରିବେନାହିଁ ସ୍ବାଦ

ଆବଶ୍ୟକୀୟ ସାମଗ୍ରୀ ଆଳୁ – ୪ଟି ବାଜରା ଅଟା – ଦେଢ଼ ଗିନା କଞ୍ଚା ଲଙ୍କା – ଅଧା ଛୋଟ ଚାମଚ ଧିନଆ ପତ୍ର - ଅଧା ଛୋଟ ଚାମଚ ଅଦା – ଅଧା ଛୋଟ କଟା ହୋଇଥିବା ତେଲ – ଆବଶ୍ୟକ ଅନୁସାରେ ଲୁଣ – ସ୍ବାଦାନୁସାରେ ପ୍ରସ୍ତୁତି ପ୍ରଣାଳୀ ବାଜରା ଅଟାକୁ ଗୋଳାଇ ଦିଅନ୍ତୁ। ଏବେ…

ତ୍ବଚାର ସମସ୍ତ ସମସ୍ୟା ପାଇଁ ରାମବାଣ ବିଟ୍, ଏପରି କରନ୍ତୁ ବ୍ୟବହାର

ଅଧିକାଂଶ ମହିଳାମାନେ ସୁନ୍ଦର ତ୍ବଚା ପାଇଁ ମାର୍କେଟରେ ମିଳୁଥିବା ଅନେକ ପ୍ରକାର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ଏହି ସବୁ ପ୍ରଡକ୍ଟ ବ୍ୟବହାର କରିବା ପରେ ତ୍ବଚାରେ କିଛି ଦିନ ପର୍ଯ୍ୟନ୍ତ ସୁନ୍ଦରତା ଦେଖାଯିବା ପରେ ତ୍ବଚା ଖରାପ ହୋଇଯାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ…

୧୩ ଏପ୍ରିଲରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ କିଭଳି ରହିବ ଏହି ବର୍ଷ

ମୂଳ ଅଙ୍କ ସହ ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମ ତାରିଖର ଯୋଗ ରହିଥାଏ। ଅର୍ଥାତ ଯେଉଁ ତାରିଖରେ ଆପଣଙ୍କର ଜନ୍ମ ହୋଇଥାଏ, ସେହି ତାରିଖର ଯୋଗକୁ ମୂଳ ଅଙ୍କ କୁହାଯାଇଥାଏ। ଯଦି ଆପଣଙ୍କ ଜନ୍ମ ୧ ରୁ ୯ ତାରିଖ ମଧ୍ୟରେ ହୋଇଥାଏ ତେବେ ଆପଣଙ୍କ ମୂଳ ଅଙ୍କ ସେହି ଅଙ୍କ ହୋଇଥାଏ। ସେହିଭଳି ୧୦ ରୁ ୩୧ ତାରିଖ…

କେବଳ ତରଭୁଜ ନୁହେଁ ଏହାର ମଞ୍ଜି ମଧ୍ୟ ସ୍ବାସ୍ଥ୍ୟ ପାଇଁ ହୋଇଥାଏ ଉପକାରୀ, କେମିତି ଜାଣନ୍ତୁ

ଆମେ ସମସ୍ତେ ଜାଣିଛନ୍ତି ଯେ ଫଳ ଏବଂ ପରିବା ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ କିନ୍ତୁ କଣ ଆପଣ ଜାଣନ୍ତି ଫଳ ଏବଂ ପରିବା ଠାରୁ ଅଧିକ ତାଙ୍କ ମଞ୍ଜି ଅଧିକ ଲାଭଦାୟକ ହୋଇଥାଏ। ଫଳ ଏବଂ ପରିବା ମଞ୍ଜିରେ ବହୁତ ପ୍ରକାରର ଭିଟାମିନ୍ସ ଏବଂ ପୌଷ୍ଟିକ ତତ୍ତ୍ବ ରହିଥାଏ ଯାହା ଆମ ଶରୀରକୁ…

ଡାଇବେଟିସ ପାଇଁ ଅତ୍ୟନ୍ତ ଉପକାରୀ ଏହି ସବୁ ଫଳ

ଯେଉଁ ଲୋକମାନଙ୍କ ଶରୀରରେ ଇନସୁଲିନ ହରମୋନର ଉତ୍ପାଦନ କମ ହୋଇଥାଏ, ସେହି ଲୋକମାନଙ୍କ ଡାଇବେଟିସ ସମସ୍ୟା ଅଧିକ ହୋଇଥାଏ। ହରମୋନ ଶରୀରରେ ଗ୍ଲୁକୋଜକୁ ଅବଶୋଷିତ କରିବାରେ ସାହାଯ୍ୟ କରିଥାଏ। ବ୍ଲଡ ସୁଗାର ନିୟନ୍ତ୍ରଣ ରଖିବା ପାଇଁ ପ୍ରଥମେ ଖାଦ୍ୟ-ପାନୀୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ। ଯଦି…

ଖରା ଦିନେ ଅଧିକ ଶୋଷ ଲାଗିବାର ଜାଣନ୍ତୁ ଏହି ୫ କାରଣ

ଗରମ ଦିନ ଆରମ୍ଭରେ ପାଣିର ଆବଶ୍ୟକତା ଅଧିକ ହୋଇଥାଏ। ଏହି କାରଣରୁ ଅଧିକ ପାଣି ପିଇବାକୁ ପଡ଼ିଥାଏ। କିଛି ଲୋକମାନଙ୍କୁ ପ୍ରତ୍ୟେକ ଋତୁରେ ସାମାନ୍ୟରୁ କମ ଶୋଷ ଲାଗିଥାଏ। କିନ୍ତୁ ପ୍ରଯ୍ଯାପ୍ତ ପାଣି ପିଇବା ପରେ ମଧ୍ୟ ଅଧିକ ଶୋଷ ଲାଗିବାର ଅନେକ କାରଣ ରହିଥାଏ। ସାଧାରଣତଃ ଆମ ଶରୀରର ଜଳୀୟ ଅଂଶ କମ…