Browsing Category

ଲାଇଫ୍ ଷ୍ଟାଇଲ୍

କୁମ୍ଭ ରାଶିର ବ୍ୟକ୍ତିଙ୍କ ସ୍ବଭାବ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ପରୋପକାରୀ ସହ ପ୍ରେମରେ ହୋଇଥାନ୍ତି ବିଶ୍ବସ୍ତ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କ ରାଶିରେ ତାଙ୍କ ସମ୍ବନ୍ଧୀୟ ଅନେକ ଅଜଣା ତଥ୍ୟର ଖୁଲାସା ହୋଇଥାଏ। ଏପରି କି, ରାଶିରୁ ଜଣେ ବ୍ୟକ୍ତିଙ୍କ ଖରାପ ଏବଂ ଭଲ ଗୁଣ ମଧ୍ୟ ଜଣାପଡିଥାଏ। ଏନେଇ ଆଜି ଆମେ ଆପଣଙ୍କୁ କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ବଭାବ ବିଷୟରେ କହିବାକୁ ଯାଉଛୁ। -କୁମ୍ଭ ରାଶିର…

ଗରମ ଦିନେ ଜାମୁ କୋଳିର ଏହି ୫ଟି ଫେସ୍‌ପ୍ୟାକ, ଚମକାଇବ ଆପଣଙ୍କ ତ୍ବଚା

ଅଧିକାଂଶ ଲୋକମାନେ ଗରମ ଦିନେ ତ୍ବଚାର ଯତ୍ନ ନେବା ପାଇଁ ଅନେକ ପ୍ରକାର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ମିନେରାଲ୍ସରେ ଭରପୁର ଥିବା ଜାମୁ କୋଳି ମାକ୍ସ ଆପଣଙ୍କ ତ୍ବଚାର ସୌନ୍ଦର୍ଯ୍ୟ ବଢାଇବାରେ ସାହାଯ୍ୟ କରିଥାଏ। ଏହାକୁ ଆପଣ ସହଜରେ ଘରେ ପ୍ରସ୍ତୁତ କରିପାରିବେ। -ଏହାକୁ…

ଗରମ ଦିନେ ଆପଣଙ୍କ ମୋଟାପଣକୁ ଶୀଘ୍ର ହ୍ରାସ କରିବ ଏହି ଖାଦ୍ଯ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ବର୍ତ୍ତମାନ ଖରାଦିନ ଆରମ୍ଭ ହୋଇସାରିଛି। ଏହି ସମୟରେ ବଜାରରେ ମିଳୁଥିବା ଫଳରେ ଅଧିକ ଜଳୀୟ ଅଂଶ ରହିଥାଏ, ଯାହା ଶରୀରକୁ ହାଇଡ୍ରେଡ କରିବା ସହ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ପ୍ରାୟତଃ ଅଧିକାଂଶ ଲୋକମାନେ ଭୁଲ ଖାଦ୍ୟ-ପାନୀୟ କାରଣରୁ ଅତ୍ୟଧିକ ମୋଟାପଣ ପାଇଁ ଚିନ୍ତିତ ହୋଇଥାନ୍ତି।…

ଓଜନ ବଢିବା ସମସ୍ୟା ଠାରୁ ଆରମ୍ଭ କରି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଏହି ପତ୍ର , ଏଥିରେ ଭରପୂର ରହିଛି ଅନେକ…

ସାରୁ ପରିବା ବିଷୟରେ ଆପଣ ସମସ୍ତେ ଅବଗତ ଥିବେ ନିଶ୍ଚୟ । ଯାହାକୁ ବିଭିନ୍ନ ସ୍ବାଦିଷ୍ଟ ତରକାରୀରେ ବ୍ୟବହାର କରାଯାଇଥାଏ । ଯେଉଁଥିରେ ଭରପୂର ପ୍ରୋଟିନ୍ ରହିଥାଏ । ତେବେ ଆପଣ କଣ ଜାଣିଛନ୍ତି ସାରୁପତ୍ର ବିଷୟରେ? ଯଦି ଜାଣିନାହାନ୍ତି ତେବେ ଜାଣି ରଖନ୍ତୁ କି ଏହି ସାରୁପତ୍ର ଅତ୍ୟନ୍ତ ଉପକାରୀ ।…

ସାବଧାନ ହୋମିଓପାଥିକ ଔଷଧ ମଧ୍ୟ କରିପାରେ କ୍ଷତି ! ଏହି ସବୁ କଥାକୁ ଧ୍ୟାନ ଦିଅନ୍ତୁ

ଶରୀରରେ କେମିକାଲ ପ୍ରଭାବ ରୋକିବାକୁ ବହୁତସାରା ଲୋକ ହୋମିଓପାଥିକ ଔଷଧକୁ ପ୍ରାକୃତିକ ବିକଳ୍ପ ରୂପେ ବ୍ୟବହାର କରିଥାନ୍ତି । କିନ୍ତୁ ବାସ୍ତବରେ ଏହି ମେଡିସିନରେ କିଛି ସାଇଡ ଇଫେକ୍ଟ ମଧ୍ୟ ଅଛି ,ଯାହା ଆପଣ ଜାଣିନଥିବେ।ଏହି ହୋମିଓପାଥିକ ଚିକିତ୍ସାରେ ଖାଇବା ପିଇବାରେ ବହୁତ ସାରା ପ୍ରତିବନ୍ଧକ…

ରାସ୍ତାରେ ପଡ଼ିଥିବା ଟଙ୍କା ପାଇବା ଶୁଭ କି ଅଶୁଭ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ସାଧାରଣ ଜୀବନରେ ଲୋକମାନେ ପ୍ରାୟତଃ ଅନେକ ଥର ରାସ୍ତାରେ ପଡ଼ିଥିବା ଟଙ୍କା ପାଇଥାନ୍ତି। ରାସ୍ତାରେ ପାଇଥିବା ଟଙ୍କାକୁ କିଛି ଲୋକମାନେ ମନ୍ଦିରରେ ଦାନ କରି ଦେଇଥାନ୍ତି ତ କିଛି ଲୋକମାନେ ଏହି ଟଙ୍କାକୁ ନେଇ ପଳାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ରାସ୍ତାରେ ପଡ଼ିଥିବା ଟଙ୍କା ଉଠାଇବା କଣ…

କିଏ ଆପଣଙ୍କ ମିତ୍ର ଏବଂ କିଏ ଶତ୍ରୁ ? କାନ ଦେଖି ଏମିତି ଜାଣନ୍ତୁ

ସାଧାରଣ ଜୀବନରେ ନିଜ ବା ପର ଲୋକମାନଙ୍କୁ ଚିହ୍ନବା କଷ୍ଟକର ହୋଇଥାଏ। ଅନେକ ଥର ଆପଣ କିଛି ବ୍ୟକ୍ତିଙ୍କୁ ଜାଣିଥିଲେ ମଧ୍ୟ ତାଙ୍କର ପ୍ରକୃତ ପରିଚୟ ଜାଣି ପାରିନଥାନ୍ତି। କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେକୌଣସି ବ୍ୟକ୍ତିଙ୍କ କାନ ତାଙ୍କର ଅସଲ ପରିଚୟ ବତାଇଥାଏ। ଏହାର ଅର୍ଥ ହେଉଛି ଆପଣ…

ସୂର୍ଯ୍ୟଙ୍କ ହାନିକାରକ କିରଣ କେଶକୁ କରିପାରେ ଖରାପ, ଏପରି ରଖନ୍ତୁ ଯତ୍ନ

ଅଧିକାଂଶ ଲୋକମାନେ ଜାଣିଥାନ୍ତି ଗରମ ସମୟରେ କେଶ ଶୁଷ୍କ ହେବା ସହ ନିର୍ଜିବ ହୋଇଯାଇଥାଏ। ଏହି ଋତୁରେ ପ୍ରଦୂଷଣ ଏବଂ ସୂର୍ଯ୍ୟଙ୍କ କିରଣ କେଶର କୋମଳତା ଉପରେ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଥାଏ। ଏହି କାରଣରୁ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ। ଗରମ ସମୟରେ ଅଧିକ ଝାଳ ବୋହୂଥିବାରୁ କେଶର ମୂଳ…

ଥକାପଣରୁ ଆରମ୍ଭ କରି ଉଚ୍ଚରକ୍ତଚାପ ସବୁକୁ ଦୂର କରିଥାଏ ସାଗୁ

ସାଧାରଣଃ କୌଣସି ଉପାସ ସମୟରେ ଅଧିକାଂଶ ଲୋକ ସାଗୁ ଦାନାରେ କ୍ଷୀରି, ଖେଚୁଡ଼ିର ସେବନ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି ଏହାର ସ୍ବାସ୍ଥ୍ୟା ସମ୍ବନ୍ଧୀୟ ଅନେକ ଫାଇଦା ମିଳିଥାଏ । କେବଳ ଉପବାସ ସମୟରେ ନୁହେଁ ବରଂ ସବୁଦିନ ଏହା ସେବନ କଲେ ଶରୀରକୁ ଅନେକ ଲାଭ ହୋଇଥାଏ। ସାଗୁ ଶରୀରକୁ ଏନର୍ଜି…

ମଇଦା ନୁହେଁ ଏବେ ଆଳୁରେ ସହଜରେ ପ୍ରସ୍ତୁତ କରନ୍ତୁ ଜିଲାପି, ଜାଣନ୍ତୁ ଏହି ରେସିପି

ଯଦି ଆପଣଙ୍କୁ କିଛି ମିଠା ଖାଇବାକୁ ଇଚ୍ଛା ହେଉଛି ଏବଂ ଅତିଥିଙ୍କୁ ମଧ୍ୟ ଖୁଆଇବାକୁ ଇଚ୍ଛା ହେଉଛି ତେବେ ତାଙ୍କୁ ଖୁଆନ୍ତୁ ହେଲଦି ଜିଲାପି। ଏହାକୁ ଆପଣ ଅତି ସହଜରେ ବନେଇ ପାରିବେ କାଣ ଏହାକୁ ପ୍ରସ୍ତୁତ କରିବା ପାଇଁ ମଇଦା ନୁହେଁ ଆଳୁର ବ୍ୟବହାର କରିବାକୁ ପଡିଥାଏ। ତେବେ ଜାଣନ୍ତୁ କ୍ରିସପି…

ସୁଖି ଜୀବନର ସଂକେତ ଦେଇଥାଏ ପାଦ ତଳର ଆକୃତି, କେମିତି ଜାଣନ୍ତୁ

ହସ୍ତରେଖା ଜ୍ୟୋତିଷରେ ନା କେବଳ ହାତ, ହସ୍ତରେଖା ଏବଂ ହାତ ଚିହ୍ନରୁ ବ୍ୟକ୍ତିଙ୍କ ସ୍ବଭାବ ଏବଂ ଭବିଷ୍ୟତ ବିଷୟରେ ଜାଣିହୁଏ ବରଂ ପାଦ ତଳକୁ ଦେଖି ମଧ୍ୟ ଭବିଷ୍ୟବାଣୀ କରାଯାଇଥାଏ। ସମୁଦ୍ରଶାସ୍ତ୍ର ଅନୁସାରେ ପାଦ ତଳକୁ ନେଇ ଏମିତି କଥା କୁହାଯାଇଛି ଯାହାକୁ ଦେଖି ସହଜରେ ଭବିଷ୍ୟବାଣୀ ବିଷୟରେ…

ଘର ପାଖରେ ରହିଥିବା ଏହି ଜଙ୍ଗଲୀ ଗଛର ରହିଛି ଅନେକ ଔଷଧିୟ ଗୁଣ, ଜାଣିଲେ ଆଜି ହିଁ କରିବେ ବ୍ୟବହାର

ଆମ ଘର ଚାରିପାଖରେ ଅନେକ ଗଛପତ୍ର ରହିଥାଏ। କିଛି ଗଛର ନାମ ଆମକୁ ଜଣାଥିବା ବେଳେ କିଛିର ଜଣାନଥାଏ। ଏପରି କିଛି ଗଛ ରହିଛି ଯାହାକୁ ଆମେ କେବଳ ଏକ ଜଙ୍ଗଲୀ ଗଛ ଭାବେ ଜାଣିଥାଉ। ସେହିପରି ଗଛର ନାମ ହେଉଛି ନାଗଫେଣୀ ଗଛ। ଏହା ଦେଖିବାକୁ ବହୁତ କଣ୍ଟାମୟ, ଆକର୍ଷଣୀୟ ହୋଇଥିବା ବେଳେ ଏଥିରେ ଅନେକ…