Browsing Category

ଲାଇଫ୍ ଷ୍ଟାଇଲ୍

ଏପରି ସ୍ବଭାବର ହୋଇଥାନ୍ତି କନ୍ୟା ରାଶିର ବ୍ୟକ୍ତି, ସୁନ୍ଦର ସହ ଚିନ୍ତାଧାର ରହିଥାଏ ପାରମ୍ପରିକ

ରାଶିଚକ୍ର ଦ୍ବାରା ବ୍ୟକ୍ତିଙ୍କ ଅଜଣା ସ୍ବଭାବ ତଥା ଚରିତ୍ର ବିଷୟରେ ଜଣାପଡିଥାଏ। ଏହା ଦ୍ବାରା ଆପଣ ସେହି ରାଶି ବ୍ୟକ୍ତିଙ୍କ ସହ ମିଶିବା ପୂର୍ବରୁ ତାଙ୍କ ବିଷୟରେ ଜାଣି ପାରିବେ। ଏନେଇ ଆଜି ଆମେ ଆପଣଙ୍କୁ କନ୍ୟା ରାଶିର ବ୍ୟକ୍ତିଙ୍କ ସ୍ବଭାବ ବିଷୟରେ କହିବାକୁ ଯାଉଛୁ। -କନ୍ୟା ରାଶିର…

ଆଜି ବିଷୁବ ସଂକ୍ରାନ୍ତିରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ପଣା

ଆଜି ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବବର୍ଷ । ହନୁମାନ ଜୟନ୍ତୀ । ଘରେ ଘରେ ପଣାର ଆସର । ଠାକୁରଙ୍କୁ ଲାଗି ହୋଇଛି ପଣା । ଚାରିଆଡେ ଆଧ୍ୟାତ୍ମିକ ପରିବେଶ । କେବଳ ଘରେ ନୁହଁ ବିଭିନ୍ନ ମନ୍ଦିରରେ ମଧ୍ୟ ପଣାଛତ୍ର ଖୋଲାଯାଇଛି । କାରଣ ଓଡିଶା ପରମ୍ପରାରେ ପଣାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ।…

୧୫ ମିନିଟରେ ପ୍ରସ୍ତୁତ କରନ୍ତୁ ବାଜରା ପକୁଡି, ଥରେ ଖାଇଲେ ଭୂଲି ପାରିବେନାହିଁ ସ୍ବାଦ

ଆବଶ୍ୟକୀୟ ସାମଗ୍ରୀ ଆଳୁ – ୪ଟି ବାଜରା ଅଟା – ଦେଢ଼ ଗିନା କଞ୍ଚା ଲଙ୍କା – ଅଧା ଛୋଟ ଚାମଚ ଧିନଆ ପତ୍ର - ଅଧା ଛୋଟ ଚାମଚ ଅଦା – ଅଧା ଛୋଟ କଟା ହୋଇଥିବା ତେଲ – ଆବଶ୍ୟକ ଅନୁସାରେ ଲୁଣ – ସ୍ବାଦାନୁସାରେ ପ୍ରସ୍ତୁତି ପ୍ରଣାଳୀ ବାଜରା ଅଟାକୁ ଗୋଳାଇ ଦିଅନ୍ତୁ। ଏବେ…

ତ୍ବଚାର ସମସ୍ତ ସମସ୍ୟା ପାଇଁ ରାମବାଣ ବିଟ୍, ଏପରି କରନ୍ତୁ ବ୍ୟବହାର

ଅଧିକାଂଶ ମହିଳାମାନେ ସୁନ୍ଦର ତ୍ବଚା ପାଇଁ ମାର୍କେଟରେ ମିଳୁଥିବା ଅନେକ ପ୍ରକାର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ଏହି ସବୁ ପ୍ରଡକ୍ଟ ବ୍ୟବହାର କରିବା ପରେ ତ୍ବଚାରେ କିଛି ଦିନ ପର୍ଯ୍ୟନ୍ତ ସୁନ୍ଦରତା ଦେଖାଯିବା ପରେ ତ୍ବଚା ଖରାପ ହୋଇଯାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ…

୧୩ ଏପ୍ରିଲରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ କିଭଳି ରହିବ ଏହି ବର୍ଷ

ମୂଳ ଅଙ୍କ ସହ ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମ ତାରିଖର ଯୋଗ ରହିଥାଏ। ଅର୍ଥାତ ଯେଉଁ ତାରିଖରେ ଆପଣଙ୍କର ଜନ୍ମ ହୋଇଥାଏ, ସେହି ତାରିଖର ଯୋଗକୁ ମୂଳ ଅଙ୍କ କୁହାଯାଇଥାଏ। ଯଦି ଆପଣଙ୍କ ଜନ୍ମ ୧ ରୁ ୯ ତାରିଖ ମଧ୍ୟରେ ହୋଇଥାଏ ତେବେ ଆପଣଙ୍କ ମୂଳ ଅଙ୍କ ସେହି ଅଙ୍କ ହୋଇଥାଏ। ସେହିଭଳି ୧୦ ରୁ ୩୧ ତାରିଖ…

କେବଳ ତରଭୁଜ ନୁହେଁ ଏହାର ମଞ୍ଜି ମଧ୍ୟ ସ୍ବାସ୍ଥ୍ୟ ପାଇଁ ହୋଇଥାଏ ଉପକାରୀ, କେମିତି ଜାଣନ୍ତୁ

ଆମେ ସମସ୍ତେ ଜାଣିଛନ୍ତି ଯେ ଫଳ ଏବଂ ପରିବା ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ କିନ୍ତୁ କଣ ଆପଣ ଜାଣନ୍ତି ଫଳ ଏବଂ ପରିବା ଠାରୁ ଅଧିକ ତାଙ୍କ ମଞ୍ଜି ଅଧିକ ଲାଭଦାୟକ ହୋଇଥାଏ। ଫଳ ଏବଂ ପରିବା ମଞ୍ଜିରେ ବହୁତ ପ୍ରକାରର ଭିଟାମିନ୍ସ ଏବଂ ପୌଷ୍ଟିକ ତତ୍ତ୍ବ ରହିଥାଏ ଯାହା ଆମ ଶରୀରକୁ…

ଡାଇବେଟିସ ପାଇଁ ଅତ୍ୟନ୍ତ ଉପକାରୀ ଏହି ସବୁ ଫଳ

ଯେଉଁ ଲୋକମାନଙ୍କ ଶରୀରରେ ଇନସୁଲିନ ହରମୋନର ଉତ୍ପାଦନ କମ ହୋଇଥାଏ, ସେହି ଲୋକମାନଙ୍କ ଡାଇବେଟିସ ସମସ୍ୟା ଅଧିକ ହୋଇଥାଏ। ହରମୋନ ଶରୀରରେ ଗ୍ଲୁକୋଜକୁ ଅବଶୋଷିତ କରିବାରେ ସାହାଯ୍ୟ କରିଥାଏ। ବ୍ଲଡ ସୁଗାର ନିୟନ୍ତ୍ରଣ ରଖିବା ପାଇଁ ପ୍ରଥମେ ଖାଦ୍ୟ-ପାନୀୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ। ଯଦି…

ଖରା ଦିନେ ଅଧିକ ଶୋଷ ଲାଗିବାର ଜାଣନ୍ତୁ ଏହି ୫ କାରଣ

ଗରମ ଦିନ ଆରମ୍ଭରେ ପାଣିର ଆବଶ୍ୟକତା ଅଧିକ ହୋଇଥାଏ। ଏହି କାରଣରୁ ଅଧିକ ପାଣି ପିଇବାକୁ ପଡ଼ିଥାଏ। କିଛି ଲୋକମାନଙ୍କୁ ପ୍ରତ୍ୟେକ ଋତୁରେ ସାମାନ୍ୟରୁ କମ ଶୋଷ ଲାଗିଥାଏ। କିନ୍ତୁ ପ୍ରଯ୍ଯାପ୍ତ ପାଣି ପିଇବା ପରେ ମଧ୍ୟ ଅଧିକ ଶୋଷ ଲାଗିବାର ଅନେକ କାରଣ ରହିଥାଏ। ସାଧାରଣତଃ ଆମ ଶରୀରର ଜଳୀୟ ଅଂଶ କମ…

ହାଇବ୍ଲଡ ପ୍ରେସର ପାଇଁ ଲାଭକାରୀ ହୋଇଥାଏ ଆଳୁ, ଜାଣନ୍ତୁ କେମିତି?

ପରିବା ମଧ୍ୟରେ ରାଜା କୁହାଯାଉଥିବା ‘ଆଳୁ’ ପ୍ରତ୍ୟେକ ଲୋକଙ୍କ ରୋଷେଇ ଘରେ ରହିଥାଏ। ଦୁନିଆର ଏହା ପ୍ରଥମ ପରିବା ଯେଉଁଥିରେ ଅନେକ କିଛି ପ୍ରସ୍ତୁତ ହୋଇଥାଏ। ଆପଣ ଜାଣିଛନ୍ତି କି ହାଇବ୍ଲଡ ପ୍ରେସର ପାଇଁ ଏହା ଖରାପ ହୋଇନଥାଏ। ଯଦି ଆପଣ ଏହି କଥାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଆଜି ଆମେ…

ଶୁକ୍ରବାର ଦିନ ସବୁଠାରୁ ଅଧିକ ହୋଇଥାଏ ବ୍ରେକଅପ୍, ଜାଣନ୍ତୁ କଣ କହୁଛି ରିପୋର୍ଟ

ରିଲେସନସିପରେ ବ୍ରେକଅପ କେବେବି ଏବଂ କେଉଁଠି ବି ହୋଇପାରେ। କିନ୍ତୁ ଏକ ଷ୍ଟଡି ଅନୁସାରେ ବ୍ରେକଅପକୁ ନେଇ ଏକ ଆଶ୍ଚର‌୍ୟ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏହି ଷ୍ଟଡିରେ ବ୍ରେକଅପକୁ ନେଇ ଏକ ଖୁଲାସା କରାଯାଇଛି, ଯାହା ଆପଣଙ୍କୁ ଆଶ୍ଚର‌୍ୟ୍ୟ କରିଦେବ। ଏହି ସର୍ଭେ ଏକ ଡେଟିଂ ୱେବସାଇଟ ଦ୍ବାରା…

ଘରେ ସହଜରେ ଏମିତି ପ୍ରସ୍ତୁତ କରନ୍ତୁ ଦହି କବାବ. କେବେବି ଭୂଲିପାରିବେ ନାହିଁ ଏହାର ସ୍ବାଦ

ଅତିଥି ସତ୍କାରରେ କିଛି ନୂଆ କରିବାକୁ ଚାହୁଁଥିଲେ ଘରେ ସହଜରେ ପ୍ରସ୍ତୁତ କରନ୍ତୁ ଦହି କବାବ୍। ଏହାକୁ ଆପଣ ଦହି ରୋଲ୍ସ ବା ଦହି ଶୋଲେ ନାମରେ ମଧ୍ୟ ଜାଣିଛନ୍ତି। ସଂଧ୍ୟା ସମୟରେ ଗୋଟିଏ ହାତରେ ଚା ଏବଂ ଅନ୍ୟ ହାତରେ ଦହି କବାବ, ତେବେ ଏହାର ସ୍ବାଦ କିଛି ଅଲଗା ହେବ। ବାହାରୁ କ୍ରିସପି…

ରୋଗ ଏବଂ ଆର୍ଥିକ ସମସ୍ୟାରୁ ରକ୍ଷା କରିବ ଘରେ ଥିବା ଏହି ପାଞ୍ଚ ଜିନିଷ

ଘରେ ବହୁତ ପ୍ରକାରର ବାସ୍ତୁ ଦୋଷ ରହିଥାଏ ଯେଉଁ କାରଣରୁ ବ୍ୟକ୍ତି ବିଭିନ୍ନ ପ୍ରକାରର ଆର୍ଥିକ ଏବଂ ମାନସିକ ସମସ୍ୟାରେ ଚିନ୍ତିତ ହୋଇରହିଥାଏ। ବାସ୍ତୁଦୋଷରୁ ମୁକ୍ତି ଏବଂ ଜୀବନରେ ସୁଖ-ସମ୍ରୁଦ୍ଧି ପାଇବା ପାଇଁବାସ୍ତୁଶାସ୍ତ୍ରରେ ଅନେକ ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଘରେ ରଖିବା ଦ୍ବାରା…