ଭୁବନେଶ୍ବରରୁ ୧୪ ପଜିଟିଭ୍ ଚିହ୍ନଟ, ଆରୋଗ୍ୟ ଲାଭ କଲେ ୨୯ ଜଣ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୧୪ କରୋନା ପଜିଟିଭ ଚିହ୍ନଟ। ଏଥିରେ ୧୦ଟି ଲୋକାଲ କେସ ରହିଥିବା ବେଳେ ୪ ଜଣ କ୍ୱାରେଣ୍ଟାଇନରୁ ରହିଛନ୍ତି। ଏହାସହ ୨୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୧୮କୁ ବୃଦ୍ଧି ପାଇଥିବା ବେଳେ ୩୫୬ଟି ଜଣ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ୩୫୩ଟି ଆକ୍ଟିଭ କେସ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.