Below header

ଉମରକୋଟ ପୌରପାଳିକା କୁସୁମଗୁଡ଼ାରେ ପ୍ରଥମ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କର ରହିଛି ଗଞ୍ଜାମ ଲିଙ୍କ

ଉମରକୋଟ : ଉମରକୋଟ ପୌରପାଳିକା କୁସୁମଗୁଡ଼ାରେ ପ୍ରଥମ କରୋନା ରୋଗୀ ଚିହ୍ନଟ । ଏନେଇ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଆକ୍ରାନ୍ତଙ୍କର ଗଞ୍ଜାମ ଲିଙ୍କ ରହିଥିବା ଜଣାପଡ଼ିଛି । ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରାଯିବା ସହ ପୋଲିସ କଡ଼ା ପାଟ୍ରୋଲିଂ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.