ଦେଶରେ ଗତ ୨୪ ଘଣ୍ଟାରେ ଗଲା ୩ ହଜାର ୮୮୩ ଆକ୍ରାନ୍ତଙ୍କ ଜୀବନ, ୩ ଲକ୍ଷ ୨୬ହଜାର ୩୩୨ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋଭିଡ ମୃତ୍ୟୁରେ ବ୍ରେକ ଲାଗୁନି । ସଂକ୍ରମଣ ଖସୁଛି, ହେଲେ ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୩ ହଜାର ୮୮୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାସହ ୩ ଲକ୍ଷ ୨୬ହଜାର ୩୩୨ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ପୂର୍ବଦିନ ଥିଲା ୩ ଲକ୍ଷ ୪୩ ହଜାର ୧୪୪ । ମଙ୍ଗଳବାର ଦିନ ଦେଶରେ ସର୍ବାଧିକ ମୃତ୍ୟୁସଂଖ୍ୟା ୪ ହଜାର ୨୦୫ ରେକର୍ଡ ହୋଇଥିଲା । ସାଢ଼େ ୩ ଲକ୍ଷ ତଳକୁ ପଜିଟିଭ ସଂଖ୍ୟା ରହିଥିବା ବେଳେ ମୃତ୍ୟୁସଂଖ୍ୟା ପ୍ରାୟ ୪ ହଜାର ରହୁଛି । ଆକ୍ଟିଭ୍‌ କେସରେ ମହାରାଷ୍ଟ୍ରକୁ ଟପିଛି କର୍ଣ୍ଣାଟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.