Below header

କରୋନାର ନୂଆ ଟ୍ରିଟମେଣ୍ଟ୍‌: ଦିଲ୍ଲୀ ମାକ୍ସ ହସ୍ପିଟାଲରେ ପ୍ଲାଜ୍‌ମା ଚିକିତ୍ସା, ଫଳପ୍ରଦ ହେବା ନେଇ ଡାକ୍ତରଙ୍କ ଆଶା

ନୂଆଦିଲ୍ଲୀ : କରୋନା ପାଇଁ ଭାରତରେ ଆରମ୍ଭ ହୋଇଛି ପ୍ଲାଜ୍‌ମା ଚିକିତ୍ସା। ନୂଆ ଦିଲ୍ଲୀର ସାକେତ ଠାରେ ଥିବା ମ୍ୟାକ୍ସ ହସପିଟାଲରେ ପ୍ରଥମ କରି ପ୍ଲାଜମା ଚିକିତ୍ସା ଆରମ୍ଭ ହୋଇଛି। କରୋନା ପାଇଁ କୌଣସି ଟୀକା କିମ୍ବା ନିର୍ଦ୍ଦିଷ୍ଟ ଔଷଧ ନଥିବାରୁ ପ୍ଲାଜମା ଚିକିତ୍ସା ଫଳପ୍ରଦ ହେବ ବୋଲି ଆଶା କରାଯାଉଛିା ଏହି ପଦ୍ଧତ୍ତିରେ କରୋନାରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ରକ୍ତରୁ ପ୍ଲାଜ୍‌ମା ନେଇ ଆକ୍ରାନ୍ତଙ୍କ ଚିକିତ୍ସା କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.