ଶୀତରେ ଆହୁରି ଆତଙ୍କ ଖେଳାଇବ ମହାମାରୀ! ଆସିବ କରୋନାର ଆଉ ୩ ଲହର
ଚୀନ୍: ଚୀନରେ କରୋନା ସ୍ଥିତି ସଙ୍ଗୀନ । ଶୀତରେ ଆହୁରି ଆତଙ୍କ ଖେଳାଇବ ମହାମାରୀ । ଆସିବ କରୋନାର ଆଉ ୩ ଲହର । ଏ ନେଇ ମହାମାରୀ ବିଶେଷଜ୍ଞ ମାନେ ସତର୍କ କରି ଦେଇଛନ୍ତି । ଆସନ୍ତା ମାସରେ କୋଭିଡ ସ୍ଥିତି ଅଣାୟତ୍ତ ହେବ ବୋଲି କୁହାଯାଇଛି ।
ଚୀନର ମହାମାରୀ ବିଶେଷଜ୍ଞ ଉ-ଜୁନ୍ୟୁଙ୍କ ସୂଚନା…