Below header

ଅନିର୍ଦ୍ଦିଷ୍ଟ କାଳ ପାଇଁ ମାଲକାନଗିରି ମୁନସିପାଲ୍‌ଟି କଣ୍ଟେନମେଣ୍ଟ ଜୋନ ଘୋଷଣା

ବିନା କାରଣରେ ବାହାରକୁ ନଆସିବାକୁ ପରାମର୍ଶ

ମାଲକାନଗିରି: ମାଲକାନଗିରି ମୁନସିପାଲ୍‌ଟି କଣ୍ଟେନମେଣ୍ଟ । ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁନସିପାଲଟିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା । ଏହି ଅଞ୍ଚଳରେ ହୋମ୍‌ ଡେଲିଭରୀ ବ୍ୟବସ୍ଥା କରାଯାଇଛି । ଗାଡି ମୋଟର ଚଳାଚଳକୁ ବାରଣ କରାଯିବ ସହ ବିଶୋଧନୀକରଣ କରାଯାଉଛି । ସେପଟେ ଆସନ୍ତ ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୪ଟି କୋର୍ଟ ବନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.