ଗଜପତି ମୋହନାରେ କରୋନା ଯୋଦ୍ଧା ପାଲଟିଥିବା ପୋଲିସ କର୍ମଚାରୀଙ୍କୁ ସମ୍ମାନୀତ

ମୋହନା: ଗଜପତି ଜିଲ୍ଲା ମୋହନାରେ କରୋନା ଯୋଦ୍ଧା ପାଲଟିଥିବା ପୋଲିସ କର୍ମଚାରୀଙ୍କୁ ସମ୍ମାନୀତ । ବିଭିନ୍ନ ଦୁର୍ଗମ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରାଉଛି ପୋଲିସ ବିଭାଗ । ମୋହନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ ପକ୍ଷରୁ ମୋହନା ପୋଲିସଙ୍କୁ ମାନପତ୍ର ଏବଂ ଉପଢୌକନ ସହ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.