ଭାରତରେ କରୋନା ମୃତ୍ୟୁସଂଖ୍ୟା ୮୭୨, ବିଭିନ୍ନ ହସ୍ପିଟାଲରେ ୨୦,୮୩୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ

ନୂଆଦିଲ୍ଲୀ: ଭାରତରେ କରୋନା ଉପରେ ଲାଗୁନି ବ୍ରେକ। ଦେଶରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୮୭୨ରେ ପହଞ୍ଚିଛି । କରୋନାରେ ୨୭ ହଜାର ୮୯୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬୧୮୫ ଜଣ । ବିଭିନ୍ନ ହସ୍ପିଟାଲରେ ୨୦,୮୩୫ ଜଣ ଚିକିତ୍ସାଧୀନ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.