Below header

‘ଗୋଟିଏ ରାତି ପାଇଁ କେତେ ପଇସା ନେଉଥିଲେ’ ସନି ଲିୟୋନୀଙ୍କୁ ସାମ୍ବାଦିକଙ୍କ ଏହି ପ୍ରଶ୍ନ ପରେ ଏମିତି ଘଟିଲା ଯାହାକୁ ବିଶ୍ୱାସ କରି ହେବନି

କେବଳ ରିଲ୍‌ ଲାଇଫ୍‌ରେ ନୁହେଁ ରିୟଲ୍‌ ଲାଇଫ୍‌ରେ ମଧ୍ୟ ସନି ବଲିଉଡ଼୍‍ରେ ବେଶ୍‌ ଚର୍ଚ୍ଚିତ । ସନିଙ୍କ କଥା ଆଜି କାହାକୁ ଅଜଣା ନୁହେଁ । କିଛି ବର୍ଷ ଭିତରେ ସେ ବଲିଉଡ୍‌ରେ ଭଲ ନାମ କମାଇଛନ୍ତି । ସନିଙ୍କ ଫ୍ୟାନ୍‌ ଓ ଫଲୋର୍ସ ମଧ୍ୟ ଢ଼େର ବଢ଼ିଯାଇଛନ୍ତି ।

Sunny-Leone-2

କେବଳ ସୋସିଆଲ୍‌ ମିଡିଆରେ ତାଙ୍କର ୫୦ ଲକ୍ଷ ଫଲୋର୍ସ ଅଛନ୍ତି । ଏତେ ପ୍ରତିଷ୍ଠାର ଶୀର୍ଷରେ ପହଞ୍ଚି ସାରିଥିଲେ ମଧ୍ୟ ସନିଙ୍କ  ପିଛା ଛାଡ଼ୁନି ତାଙ୍କ ଇତିହାସ  । ସନି ବଲିଉଡ୍‌ରେ ପାଦ ଦେବା ପୂର୍ବରୁ ଜଣେ ପର୍ନ ଷ୍ଟାର ଥିଲେ ।

Sunny-Leone-4

ତେବେ କିଛି ବର୍ଷ ପୂର୍ବରୁ ସେ ପର୍ନ ଦୁନିଆ ଛାଡ଼ି ବଲିଉଡ୍‌ରେ ପାଦ ଦେଇଛନ୍ତି । କୈାଣସି ଏକ କାର୍ଯ୍ୟକ୍ରମ ପାଇଁ ସନି ଗୁଜୁରାଟର ସୁରଟକୁ ଆସିଥିଲେ । ସେଠାରେ କିଛି ସାମ୍ବାଦିକ ତାଙ୍କର ସାକ୍ଷାତକାର ନେବାକୁ ସନି ରହିଥିବା ହୋଟେଲରେ ପହଞ୍ଚିଲେ ।

Sunny-Leone-3

ସେମାନଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ସନିଙ୍କୁ ପଚାରିଦେଲେ ଯେ ‘ଆପଣ ପ୍ରଥମେ ପର୍ନ ଷ୍ଟାର ଥିଲେ ଏବେ ଫିଲ୍ମ ଷ୍ଟାର ହୋଇଗଲେଣି । ଏବେ କେତେ ପଇସା ନେଉଛନ୍ତି ?

Sunny-Leone-7

ରିପୋର୍ଟରଙ୍କ ଏପରି ପ୍ରଶ୍ନରେ ସନି ହତବାକ୍‌ ହୋଇଗଲେ । କ’ଣ କହିବେ ହଠାତ୍‌ ବୁଝି ପାରିଲେନି । ସନି ଉକ୍ତ ସାମ୍ବାଦିକଙ୍କୁ କହିଲେ ‘ପୁଣି ଥରେ ପଚାରନ୍ତୁ ତ କ’ଣ କହିଲେ ? ରିପୋର୍ଟର ଏଥର କହିଲେ କି –‘ଗୋଟିଏ ରାତି ପାଇଁ କେତେ ନିଅନ୍ତି ?’ ।

Sunny-Leone-6

ତାହା ପରେ ଯାହା ହେଲା ଆପଣ ବିଶ୍ୱାସ କରି ପାରିବେନି । ରିପୋର୍ଟରଙ୍କ ମୁହଁରୁ ପ୍ରଶ୍ନ ନ ସରୁଣୁ ସନି ରିପୋର୍ଟରଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ବସାଇ ଦେଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.