ରାଧିକାଙ୍କ ନଗ୍ନ ଭିଡିଓ ଲିକ୍ ଘଟଣା, ଚାରିଦିନ ଯାଏଁ ଘରୁ ବାହାରିନଥିଲେ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ରାଧିକା ଆପ୍ତେଙ୍କୁ ଲୋକେ ତାଙ୍କ ଦମଦାର ଅଭିନୟ ପାଇଁ ଜାଣନ୍ତି। ଏହି ଅଭିନେତ୍ରୀ ଜଣକ ଅନେକ ଫିଲ୍ମରେ ଧମାକେଦାର ଆକ୍ଟିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଦେଇଛନ୍ତି। କିନ୍ତୁ କିଛିଦିନ ପୂର୍ବରୁ ରାଧିକା ବେଶ ଚର୍ଚ୍ଚାକୁ ଆସିଥିଲେ। ଯେତେବେଳେ ତାଙ୍କର ଭିଡିଓ ଲିକ୍ ହୋଇଥିଲା। ଅଭିନେତ୍ରୀ ଜଣକ ଏହି ଲିକ ଭିଡିଓ ବିଷୟରେ ଖୋଲିକରି କଥା ହେବା ସହିତ ଭୋଗିଥିବା ଯନ୍ତ୍ରଣା ବିଷୟରେ ମଧ୍ୟ କହିଥିଲେ।

ଏକ ମାଗାଜିନକୁ ଦେଇଥିବା ଏକ ଇଣ୍ଟରଭ୍ଯୁରେ ରାଧିକା ନିଜର ନ୍ଯୁଡ ଭିଡିଓ ଲିକ ବିଷୟରେ କହିଛନ୍ତି। ଏହି ଭିଡିଓ ଯେତେବେଳେ ଲିକ୍ ହୋଇଥିଲା, ସେତେବେଳେ ସେ ଫିଲ୍ମ ‘କ୍ଲିନ ସେଭ’ର ସୁଟିଂ କରୁଥିଲେ। ଏଥିପାଇଁ ତାଙ୍କୁ ଟ୍ରୋଲ କରାଯାଇଥିଲା। ଯାହାର ପ୍ରଭାବ ମୋ ଉପରେ ବେଶ ପଡିଥିଲା। ଘରୁ ୪ ଦିନ ପାଇଁ ବାହାରିନଥିଲେ। ମିଡିଆ ଯୋଗୁଁ ନୁହେଁ ବରଂ ମୋ ଡ୍ରାଇଭର, ୱାଚମ୍ଯାନ ଏବଂ ଷ୍ଟାଇଲିଷ୍ଟର ଡ୍ରାଇଭର ମୋତେ ଫଟୋରେ ଚିହ୍ନିଥିଲେ।

ରାଧିକା ଆହୁରି ମଧ୍ୟ କହିଛନ୍ତି, ‘ଏପରି କଣ୍ଟ୍ରୋଭର୍ସିଆଲ ଫଟୋ ଦେଖି କିଏ ବି ଚିହ୍ନିପାରିବ କିନ୍ତୁ ସେଥିରେ ମୁଁ ନଥିଲି। ଏଥିପାଇଁ କେହି କିଛି କରିପାରିନଥିଲେ। କିନ୍ତୁ ଯେତେବେଳେ ମୁଁ ପର୍ଚଡ ପାଇଁ ଦେହରୁ ସଂପୂର୍ଣ୍ଣ ପୋଷାକ ଖୋଲିଥିଲି, ସେତେବେଳେ ଅନୁଭବ କରିଥିଲି, ଏବେ ଆଉ କିଛି ବି ଲୁଚାଇବାକୁ ହିଁ ନାହିଁ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.