ବାତ୍ୟାକୁ ନେଇ ପୂର୍ବାନୁମାନ କଲା ସ୍କାଏ ମେଟ୍‌, ୨୩ ତାରିଖ ସନ୍ଧ୍ୟାରେ ଡିପ୍‌ ଡିପ୍ରେସନ୍‌ର ରୂପ ନେବ

ଭୁବନେଶ୍ୱର(କେ ନ୍ୟୁଜ): ବାତ୍ୟାକୁ ନେଇ ପୂର୍ବାନୁମାନ କଲା ସ୍କାଏ ମେଟ୍‌ । ଆସନ୍ତା ୨୨ ତାରିଖରେ ବଙ୍ଗୋପସାଗରର ଉତ୍ତର ପୂର୍ବ ଉପକୂଳ ଏବଂ ଏହାର ଉତ୍ତର ଆଣ୍ଡାମାନ ସାଗର ଉପରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୩ ତାରିଖ ସକାଳେ ଡିପ୍ରେସନରେ ପରିଣତ ହୋଇ ସଂଧ୍ୟାରେ ଡିପ୍‌ ଡିପ୍ରେସନ୍‌ର ରୂପ ନେବ ଲଘୁଚାପ ।

୨୬ ତାରିଖରେ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ ବୋଲି ପୂର୍ବାନୁମାନ କରିଛି ସ୍କାଏ ମେଟ୍‌ । ତେବେ ଲଘୁଚାପ ଡିପ୍ରେସନରେ ପରିଣତ ହେବା ପରେ ବାତ୍ୟା ଦିଗ ଜଣାପଡିବ ବୋଲି କହିଛି ସ୍କାଏ ମେଟ୍‌ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.