Below header

ଅର୍ଜୁନ କପୁରଙ୍କ ପରେ ଅଭିନେତ୍ରୀ ମଲାଇକା ଆରୋରାଙ୍କର ବି କରୋନା ଟେଷ୍ଟ ପଜିଟିଭ, ଭଉଣୀ ଦେଲେ ସୂଚନା

ବଲିଉଡ ଆକ୍ଟର ଅର୍ଜୁନ କପୁରଙ୍କ ପରେ ରବିବାର ହିଁ ଅଭିନେତ୍ରୀ ମଲାଇକା ଆରୋରାଙ୍କର ବି କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି, ମଲାଇକା ସଂକ୍ରମିତ ହେବା ନେଇ ଭଉଣୀ ଅମୃତା ଆରୋରା ସୂଚନା ଦେଇଛନ୍ତି। କହି ରଖୁଛୁ, ମଲାଇକାଙ୍କ ଶୋ’ ‘ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର୍ସ’ ସେଟକୁ ଯାଇଥିବା ୭/୮ ଜଣ ଲୋକଙ୍କୁ କରୋନା ଭାଇରସ ସଂକ୍ରମିତ ହୋଇଥିବା ନେଇ ଖବର ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.