ସ୍ୱର୍ଗଠାରୁ କୌଣସି ଗୁଣରେ କମ୍‌ ନୁହେଁ ଅମିତାଭ ବଚ୍ଚନଙ୍କ ଘର ‘ଜଲସା’, ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଫଟୋ

ହିନ୍ଦୀ ସିନେମା ଜଗତରେ ୫୦ ବର୍ଷ ପୂର୍ଣ୍ଣ କରିଛନ୍ତି ଅମିତାଭ ବଚ୍ଚନ। ତାଙ୍କୁ ଶତାବ୍ଦୀର ମହାନାୟକ ବୋଲି କୁହାଯାଏ। ପ୍ରଥମ ଫିଲ୍ମ ସାତ ହିନ୍ଦୁସ୍ତାନୀଠୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ଅମିତାଭ ଦର୍ଶକଙ୍କୁ ବହୁ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଅମିତାଭ ମୁମ୍ବାଇର ହୋଇନଥିଲେ ମଧ୍ୟ ଫିଲ୍ମ ଜଗତରେ ପାଦ ଥାପିବା ପରେ ସେ ମୁମ୍ବାଇକୁ ହିଁ ନିଜ ଘର ବନେଇ ଦେଇଛନ୍ତି। ଅମିତାଭଙ୍କ ନିକଟରେ ଏବେ ମୁମ୍ବାଇରେ ଏକାଧିକ ଲଗଜ୍ୟୁରିଅସ୍‌ ଘର ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଜଲସା। ଆସନ୍ତୁ ଦେଖିବା ଜଲସା ଭିତରର କେତେକ ଫଟୋ…

अमिताभ बच्चन का घर जलसा

अमिताभ बच्चन का घर जलसा

अमिताभ बच्चन का घर जलसा

ମୁମ୍ବାଇରେ ବଚ୍ଚନ ପରିବାରର ଅନେକ ଘର ରହିଛି। କେବଳ ଜୁହୁ ଅଞ୍ଚଳରେ ହିଁ ଜଲସା, ପ୍ରତୀକ୍ଷା ଓ ଜନକ ନାମରେ ତିନିଟି ବଙ୍ଗଳା ରହିଛି। ମାତ୍ର ଅମିତାଭ ପୂରା ପରିବାର ସହ ଜଲସାରେ ରହିଥାନ୍ତି।

अमिताभ बच्चन का घर जलसा

अमिताभ बच्चन का घर जलसा

ଏହି ଘରେ ବେଡରୁମ୍‌, କିଚେନ୍‌, ଡ୍ରଇଁ ରୁମ୍‌, ଗାର୍ଡେନ୍‌, ସୁଇମିଂ ପୁଲ, ଖେଳ ପଡ଼ିଆ, ପଢ଼ା ଘର ସମେତ ଆହୁରି ଅନେକ ସୁବିଧା ରହିଛି। ଏହି ଘର ଭିତର ଏତେ ସୁନ୍ଦର ଭାବେ ସଜାଯାଇଛି ଯେ ଯେକେହି ସ୍ୱର୍ଗ ଭଳି ଅନୁଭବ କରିବ।

अमिताभ बच्चन का घर जलसा

अमिताभ बच्चन का घर जलसा

अमिताभ बच्चन का घर जलसा

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.