Below header

ଭୂମିକାଙ୍କ ହାତ ଧରିଲେ ଓଲିଉଡ୍‌ ଷ୍ଟାର୍‌ ଅମ୍ଳାନ, କଟକରେ ହେଲା ବାହାଘର

କଟକ (କେ ନ୍ୟୁଜ୍‌) : ଓଲିଉଡ୍‌ ଷ୍ଟାର୍‌ ଅମ୍ଳାନଙ୍କର ଆଜି ବିବାହ ହୋଇଛି । ସେ ନିଜ ଜୀବନ ସାଥୀ ଭାବେ ଭୂମିକାଙ୍କ ହାତ ଧରିଛନ୍ତି । ବରିଷ୍ଠ ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ଓ ଭୂମିକାଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା । ଆଜି ସକାଳ ବେଳା କଟକ ସ୍ଥିତ ବାସଭବନରେ ଆର୍ଯ୍ୟ ସମାଜ ଅନୁସାରେ ବାହାଘର ହୋଇଛି । ଅବଶ୍ୟ ଏ ଭୂମିକା ଓଲିଉଡ୍‌ ଅଭିନେତ୍ରୀ ଭୂମିକା ଦାଶ ନୁହନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.