ବାଇକ ପାର୍କିଂକୁ ନେଇ ଗଣ୍ଡଗୋଳର ଭିଜୁଆଲ ଭାଇରାଲ, ୪ଯୁବକ ମିଶି ଜଣଙ୍କୁ କ୍ରିକେଟ ବ୍ୟାଟରେ କରୁଛନ୍ତି ସଂଘବଦ୍ଧ ଆକ୍ରମଣ

ବ୍ରହ୍ମପୁର: ବାଇକ ପାର୍କିଂକୁ ନେଇ ଗଣ୍ଡଗୋଳର ଭିଜୁଆଲ ଭାଇରାଲ। କିଭଳି ଭାବେ ଜଣେ ଯୁବକଙ୍କୁ କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରୁଛନ୍ତି ତାହାର ସିସିଟିଭି ଫୁଟେଜ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ କ୍ରିକେଟ ବ୍ୟାଟରେ ୪ଜଣ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ନିସ୍ତୁକ ଭାବେ ପିଟିଚାଲିିଥିଲେ। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନୀରେ ଗତ ୨୮ ତାରିଖରେ ଘଟିଥିଲା ଏହି ଘଟଣା।  ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଆକ୍ରମଣର ଶୀକାର ଯୁବକ ରାଜା ମିଶ୍ରଙ୍କୁ ବି ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.