ଫିଲ୍ମ ‘ଧାକଡ଼’ର ସୁଟିଂ ଶେଷ କଲେ ଅର୍ଜୁନ ରାମପାଲ, ପ୍ରଥମ ଥର କଙ୍ଗନାଙ୍କ ସହିତ ଆସିବେ ନଜର

ଅଭିନେତା ଅର୍ଜୁନ ରାମପାଲଙ୍କ ଅପକମିଂ ଆକ୍ସନ ଫିଲ୍ମ ‘ଧାକଡ଼’ର ସୁଟିଂ ଶେଷ କରିଛନ୍ତି। ଏହି ଫିଲ୍ମର ପ୍ରଥମ ଥର ପାଇଁ ଅର୍ଜୁନ ରାମପାଲ ଏବଂ କଙ୍ଗନା ରଣାୱତ ଏକାଠି ନଜର ଆସିବେ। ଫିଲ୍ମରେ କଙ୍ଗନା ନେଗେଟିଭ ଭୂମିକାରେ ନଜର ଆସିବେ।

ଅର୍ଜୁନ ଇନଷ୍ଟାଗ୍ରାମରେ ଫିଲ୍ମର ସମସ୍ତ ସଦସ୍ଯଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ‘ୱାନ ହେଲ ଅଫ ଏ ଫିଲ୍ମ’ର କ୍ଯାସନ ଦେଇଛନ୍ତି। ଏହାସହିତ ସମସ୍ତଙ୍କୁ ଧନ୍ଯବାଦ ଜଣାଇଛନ୍ତି। ଅର୍ଜୁନ କିଛି ମାସରୁ ଭୋପାଳରେ ଫିଲ୍ମ ସୁଟିଂ କରୁଥିଲେ।

 

View this post on Instagram

 

A post shared by Arjun (@rampal72)

‘ଧାଡ଼କ’ ଏକ ସ୍ପାଇ ଥ୍ରୀଲର ଫିଲ୍ମ। ଯେଉଁଥିରେ କଙ୍ଗନାଙ୍କୁ ଏଜେଣ୍ଟ ଅଗ୍ନି ରୂପେ ଦେଖିବାକୁ ମିଳିବ। ରଜନିଶ ରେଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୧ ଅକ୍ଟୋବରକୁ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.