Below header

ପ୍ରଥମ ଦେଖାରେ ଏହି ଅଭିନେତ୍ରୀଙ୍କ ଚହଲି ଗଲା ମନ, ଜାଗା ନ ମିଳିବାରୁ ଭ୍ୟାନିଟ ଭ୍ୟାନ୍ ରେ କରି ପକାଇଲେ ସେକ୍ସ 

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଙ୍କ ଚାରିତ୍ରିକ ସ୍ଖଳନ ସମ୍ପର୍କରେ ଖୁବ କମ ଖବର ଲୋକ ଲୋଚନକୁ ଆସେ | ହେଲେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଖୋଲା ଖୋଲି ଭାବେ ନିଜ ସମ୍ପର୍କ କଥା ବାହାରେ କହି ବୁଲନ୍ତି | ଏମିତି ଜଣେ ଅଭିନେତ୍ରୀ ହେଉଛନ୍ତି କଶ୍ମୀରା ଶାହା |

କଶ୍ମୀରା ଯେବେ ନିଜ ରିଲେସନ ସମ୍ପର୍କ ରେ କଥା ହୁଅନ୍ତି, ସେ ଲାଜ ସରମର ସମସ୍ତ କୂଳ ଲଂଘି ଯାଆନ୍ତି | ଥରେ ସେ ସାକ୍ଷାତକାରରେ ଏମିତି କହୁ କହୁ କହି ପକାଇ ଥିଲେ ଯେ ଉପଯୁକ୍ତ ଜାଗା ନ ମିଳିବାରୁ ସେ ଭ୍ୟାନିଟ ଭ୍ୟାନ୍ ରେ ମଧ୍ୟ ସେକ୍ସ କରି ବସିଥିଲେ |

କଶ୍ମୀରା ଫିଲ୍ମ କରିବା ସହ ଟିଭିରେ ମଧ୍ୟ ନିଜର ଅଭିନୟ କଳା ଦ୍ୱାରା ଦର୍ଶକଙ୍କ ମନ କିଣି ପାରିଛନ୍ତି | ନିଜର ବୋଲଡନେସ ପାଇଁ କଶ୍ମୀରା ବହୁତ ଚର୍ଚ୍ଚିତ | ଯେଉଁଥି ପାଇଁ ପ୍ରଶଂସକ ତାଙ୍କୁ ଖୁବ ପସନ୍ଦ କରନ୍ତି | କଶ୍ମୀରା ଫିଲ୍ମ “ୟସ ବସ ” ରେ ଶାହରୁଖ ଙ୍କ ସହ କାମ କରିଛନ୍ତି | କଶ୍ମୀରା ଦୁଇଟି ବିବାହ ମଧ୍ୟ କରିସାରିଛନ୍ତି | ହଲିଉଡ଼ ପ୍ରଡ୍ୟୁସର ବ୍ରେଡ ଲିସରମେନ ଙ୍କୁ କଶ୍ମୀରା ବିବାହ କରିଥିଲେ | ହେଲେ ଏ ବିବାହ ମାତ୍ର ଛଅ ବର୍ଷ ପରେ ଭାଙ୍ଗି ଯାଇଥିଲା | ବ୍ରେଡ ଙ୍କୁ ତଲାକ ଦେବା ପରେ କଶ୍ମୀରା ନିଜ କ୍ୟାରିଅର ଉପରେ ମନ ଦେଇଥିଲେ |

ହେଲେ 2013 ରେ କଶ୍ମୀରା ପୁଣି ବିବାହ କରିଥିଲେ ଗୋବିନ୍ଦ ଙ୍କ ଭଣଜା କମେଡିଆନ କୃଷ୍ନା ଅଭିଷେକ ଙ୍କୁ | କଶ୍ମୀରା ଏବେ ଦୁଇଟି ପିଲାର ମା | ସେ ନିଜକୁ ଏତେ ଫିଟ ରଖନ୍ତି ଯେ କେହି କହିବେନି ତାଙ୍କୁ ଏବେ 50 ବର୍ଷ ବୋଲି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.