ଟାଇଗର-୩ରେ ସଲମାନଙ୍କ ଫଟୋ ହେଲା ଭାଇରାଲ, ଦେଖନ୍ତୁ ଭାଇରାଲ ଫଟୋ

ବଲିଉଡ଼ ଅଭିନେତା ସଲମାନ ଖାନ ଏବେ ତାଙ୍କର ଅପକମିଂ ମୁଭିକୁ ନେଇ ରହୁଛନ୍ତି ବ୍ୟସ୍ତ । ଆଗକୁ ତାଙ୍କର ଟାଇଗର ଫ୍ରାଞ୍ଚାଇଜର ୩ୟ ଭାଗ ରିଲିଜ ହେବାକୁ ଯାଉଛି ।ସୁଟିଂକୁ ନେଇ ଭାଇଜାନ ବ୍ୟସ୍ତ ରହୁଥିବା ବେଳେ ଏବେ ତାଙ୍କର ଏକ ଫଟୋ ଭାଇରାଲ ହେଉଛି । ଦେଖନ୍ତୁ ଥରେ ସେହି ଫଟୋ ।

ଭାଇଜାନ ଏବେ ଫିଲ୍ମ ସୁଟିଂ ପାଇଁ ବିଦେଶ ଯାତ୍ରା କରିଛନ୍ତି । ତାଙ୍କ ସହ କ୍ୟାଟ୍ରିନା କୈଫ ମଧ୍ୟ ଥିବାର ଦେଖିବାକୁ ମିଳିଛି । ଏହି ଫଟୋରେ ସଲମାନ ନିଜ କ୍ରୁ ମେମ୍ବରଙ୍କ ସହ ରହିଥିବାର ଦେଖିବାକୁ ମିଳିଛି । ହ୍ୱାଇଟ ଟି-ସାର୍ଟ ସହ ରେଡ ଜ୍ୟାକେଟରେ ନଜର ଆସିଛନ୍ତି । ଭାଇଜାନଙ୍କ ଏହି ଲୁକ ଖବୁ ଭାଇରାଲ ହେଉଛି ।

salman khan
pc: bollywood trendy

ଟାଇଗର ର ପ୍ରଥମ ପାର୍ଟ ୨୦୧୨ ମସିହାରେ ରିଲିଜ ହୋଇଥିଲା । ୨୦୧୭ରେ ଏହାର ସିକ୍ୱେଲ ରିଲିଜ ହୋଇଥିବା ବେଳେ ଏବେ ଏହାର ଫ୍ରାଞ୍ଚାଇଜ ରିଲିଜ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.