ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ପରଲୋକ

ଭୁବନେଶ୍ୱର ( କେନ୍ୟୁଜ୍) : ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ନୀଳ ମାଷ୍ଟ୍ରାଣୀ, କେବେ ତୁମେ ନାହଁ କେବେ ମୁ ନାହିଁ ଓ ତୁମକୁ ପାରିନ ତ ଭୁଲି ଭଳି ଅନେକ ସୁପରହିଟ୍ ଓଡ଼ିଆ ଚଳଚିତ୍ରରେ ସେ ନିର୍ଦ୍ଦେଶନା ଦେଇଛନ୍ତି । ଏହା ସହ କିଛି ଫିଲ୍ମର ମଧ୍ୟ ସେ ପ୍ରଯୋଜନା କରିଛନ୍ତି । ତାଙ୍କ ଦେହାନ୍ତରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.