ଦବଙ୍ଗ-୩ର ଆଉ ଏକ ଗୀତର ଭିଡିଓ ଛାଡ଼ିଲେ ସଲମାନ ଖାନ୍‌, ରୋମାଣ୍ଟିକ୍‌ ମୁଡ୍‌ରେ ଭାଇଜାନ୍‌

ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଦବଙ୍ଗ-୩ର ଆଉ ଏକ ଗୀତ ସୋସିଆଲ ମିଡିଆରେ ଧୁମ୍‌ ମଚାଉଛି । ରୋମାଣ୍ଟିକ ଗୀତ ‘ନୈନା ଲଡ଼େ’ରେ ବଲିଉଡ୍‌ର ଭାଇଜାନ୍‌ ଅଡିଓ ପୂର୍ବରୁ ରିଲିଜ୍‌ ହୋଇଥିଲା । ଆଉ ଏବେ ଭିଡିଓ ରିଲିଜ୍‌ ହୋଇଛି । ସଲମାନ୍‌ ଓ ନୂଆ ହିରୋଇନ୍‌ ସାଇ ମାଞ୍ଜେରକରଙ୍କ ଉପରେ ଏହି ଗୀତଟି ସୁଟିଂ ହୋଇଛି । ସଲମାନ ପୂରା ରୋମାଣ୍ଟିକ୍‌ ମୁଡ୍‌ରେ ଅଛନ୍ତି । ସବୁଠୁ ବଡ଼ କଥା ହେଲା ସେ ଏକଦମ୍‌ ୟଙ୍ଗ ଆଉ ଆହୁରି ହାଣ୍ଡସମ୍‌ ଲାଗୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.