Below header

ଉଦ୍ଧାର, ରିଲିଫ ଓ ଥଇଥାନ ପାଇଁ ଅକ୍ଷୟ କୁମାର ଦେବେ ୭୫ ଲକ୍ଷ

ମୁମ୍ବାଇ : ଟଲିଉଡ୍ ଭଳି ବଲିଉଡ୍ ଷ୍ଟାରମାନେ ମଧ୍ୟ କେରଳ ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଯୋଇଛନ୍ତି । ମେଗା ଷ୍ଟାର ଅମିତାଭ ବଚ୍ଚନ, ଶାହାରୁଖ ଖାନଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର, ହ୍ରିତିକ ରୋଷନ୍, ଆଲିଆ ଭଟ୍ଟ, ବରୁଣ ଧବନ, ଜନ୍ ଆବ୍ରାହାମ୍, ସୁଶାନ୍ତ ସିଂହ ରାଜପୁତ, ଜାକଲିନ୍ ଫର୍ଣ୍ଣାଣ୍ଡେଜ୍ ପ୍ରମୁଖ ଆର୍ଥିକ ସହାୟତା ଯୋଗାଇଛନ୍ତି । ଅକ୍ଷୟ କୁମାର ୨୫ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଯୋଜକ ଓ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ଜରିଆରେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କୁ ଦେଇଛନ୍ତି । ଅକ୍ଷୟ ମୋଟ୍ ୭୫ ଲକ୍ଷ ଟଙ୍କା ଦେବେ । ତେବେ ଏହାକୁ ପର୍ଯାୟ କ୍ରମେ ଉଦ୍ଧାର କାର୍ଯ, ରିଲିଫ ଓ ଥଇଥାନ ପାଇଁ ଦେବେ ବୋଲି କହିଛନ୍ତି । ଅନ୍ୟ କିଛି ଷ୍ଟାର ସହାୟତା ସମ୍ପର୍କରେ କହିବାକୁ ପସନ୍ଦ କରି ନାହାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.