କଙ୍ଗନା ରାଣାଓ୍ଵତଙ୍କ ଘରେ ଜଲଦି ବାଜିିବ ସାହାନାଇ, ଫଟୋ ହେଉଛି ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ଘରେ ଜଲଦି ସାହାନାଇ ବାଜିବାକୁ ଯାଉଛି। କଙ୍ଗନାଙ୍କ ଘରେ ଶୁକ୍ରବାର ଦିନ ସଗାଇ ସମାରୋହର ଆୟୋଜନ କରାଯାଇଛି। ଏହି କାଯ୍ୟର୍କ୍ରମରେ ସେ ନିଜର ଭଉଣୀ ରଙ୍ଗୋଲୀ ଏବଂ ପରିବାର ସଦସ୍ୟଙ୍କ ସହିତ ଧମାଲ ମଚାଉଛନ୍ତି।

ଆପଣ ନିଶ୍ଚିତ ଭାବୁଥିବେ କଙ୍ଗନା ବୋଧ ହୁଏ ହାତକୁ ଦୁଇ ହାତ ହେଉଛନ୍ତି କିପନ୍ତୁ ନା, କଙ୍ଗନାଙ୍କ ଭାଇ ଅକ୍ଷତ ରାଣାଓ୍ଵତ ହରିୟାଣାର ରହୁଥିବା ନିଜ ଗାର୍ଲଫ୍ରେଣ୍ଡ ଡାକ୍ତର ଋତୁଙ୍କ ସହିତ ନିର୍ବନ୍ଧ କରିବାକୁ ଯାଉଛନ୍ତି। ବହୁତ ଜଲଦି ଦୁହେଁ ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି।

ନିଜ ଭାଇର ନିର୍ବନ୍ଧରେ ବଲିଉଡ୍‌ କ୍ୱିନ ଏକ ଗୋଲଡେନ ଶାଢ଼ୀ ପିନ୍ଧିଥିବା ନଜର ଆସୁଛନ୍ତି। ସେ ତାଙ୍କ ପରିବାର ସହିତ ଖୁବ୍‌ ମସ୍ତି କରୁଥିବାର ନଜର ଆସୁଛନ୍ତି। କଙ୍ଗନା ଏକ ସ୍ୟାମ୍ପେନ ବୋତଲ ଖୋଲୁଥିବାର ଫଟୋ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋକୁ ତାଙ୍କ ଭଉଣୀ ଟ୍ଵିଟରରେ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.