ଚାହୁଁଛନ୍ତି କରୀନାଙ୍କ ଭଳି ଫିଟ୍‌ନେସ୍‌, ଶିଖନ୍ତୁ ଏହି ଭାଇରାଲ ଭିଡିଓରୁ

ମୁମ୍ବାଇ : ଫିଟନେସ୍‌ ପାଇଁ ଚର୍ଚ୍ଚାରେ ରହୁଥିବା କରୀନା କପୁର ଖାନ୍‌ଙ୍କ ଏକ ଏକ୍ସରସାଇଜ୍‌ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ କରୀନାଙ୍କୁ ଜିମ୍‌ରେ ବେଶ୍‌ କଷ୍ଟକର ୱାର୍କ ଆଉଟ୍‌ କରୁଥିବା ଦେଖିବାକୁ ମିଳିଛି। ଜିମ୍‌ ଇନଷ୍ଟ୍ରକ୍ଟରଙ୍କ ନିର୍ଦ୍ଦେଶକୁ ପୁରାପୁରି ଫଲୋ କରୁଛନ୍ତି କରୀନା। କଷ୍ଟ ହେଲେ ବି ଚେଷ୍ଟା ଜାରି ରଖୁଛନ୍ତି। ମା ହେବା ପରେ ବି କରୀନାଙ୍କ କ୍ରେଜ କମିନି। ବିୟୁଟି ଓ ଫିଟ୍‌ନେସ୍‌ ମାମଲାରେ ବଲିଉଡ୍‌ର ୟଙ୍ଗ ହିରୋଇନ୍‌କୁ ଟକ୍କର ଦେଉଛନ୍ତି କରୀନା। ଏହି ଫିଟ୍‌ନେସ୍‌ ଭିଡିଓକୁ ବେଶ୍‌ ପସନ୍ଦ କରୁଛନ୍ତି ଫ୍ୟାନ୍‌।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.