Below header

ଡ୍ରେସ୍ ଉଠାଇ କାତିଲ୍ ଅନ୍ଦାଜରେ ପୋଜ୍ ଦେଲେ ମଲାଇକା ଅରୋରା! ଆଶ୍ଚର୍ଯ୍ୟ ହୋଇ ରହିଗଲେ ଫ୍ୟାନ

ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ପ୍ରତିଦିନ କିଛି ନା କିଛି ଫଟୋଶୁଟ୍ କରାଇ ଥାଆନ୍ତି। ଏହାରି ଭିତରେ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି, ଯାହାକୁ ତାଙ୍କ ଫ୍ୟାନ ପେଜ୍ ସେୟାର କରିଛି। ଏହି ଫଟୋଶୁଟରେ ମଲାଇକା ନା କେବଳ ନିଜ ବୟସକୁ ଚ୍ୟାଲେଞ୍ଜ ଦେଇଛନ୍ତି, ବରଂ ବୋଲ୍ଡନେସର ଏକ ଅଲଗା ବେଞ୍ଚମାର୍କ ସେଟ୍ କରିଛନ୍ତି।

ସାମ୍ନାକୁ ଆସିଥିବା ଏହି ଫଟୋରେ ମଲାଇକା ଡିଜାଇନର୍ ଡ୍ରେସରେ ସେକ୍ସି ହାବଭଙ୍ଗୀ ଦେଖାଇଛନ୍ତି। ଏହି ସମୟରେ ମଲାଇକାଙ୍କର ଏମିତି ସିଜଲିଙ୍ଗ୍ ଅନ୍ଦାଜ କ୍ୟାମେରାରେ କାପଚର ହୋଇଛି, ଯାହାକୁ ଦେଖି ତାଙ୍କ ଫାନମାନେ ଏକଦମ୍ ମତୁଆଲା ହୋଇ ଯାଇଛନ୍ତି।

ଫଟୋରେ ମଲାଇକା ନିଜ ଟୋଣ୍ଡ ଲେଗ୍ସକୁ ଫ୍ଲଣ୍ଟ କରିବା ପାଇଁ ପୋଜ୍ ଦେଇଛନ୍ତି, ଯେଉଁଥିରେ ସେ ନିଜ ଡ୍ରେସକୁ ବି ଉଠାଇଛନ୍ତି। ମଲାଇକାଙ୍କ ଲୁକ୍ ଦେଖିଲେ, ସେ ବହୁତ ଲାଇଟ୍ ଗ୍ରୀନ୍ ରଙ୍ଗର ଫ୍ଲଫି ଡ୍ରେସ୍ କାରୀ କରିଛନ୍ତି। ଏଥି ସହିତ ସିଲଭର ହାଇ ହିଲ୍ସ ତାଙ୍କୁ ଆହୁରି ଅଧିକ ବୋଲ୍ଡ ଲୁକ୍ ଦେଉଛି।

ନିଜ ଲୁକକୁ ପୂରା କରିବା ପାଇଁ ସେ ଡସ୍କି ଆପିୟରାନ୍ସ ବାଲା ମେକଅପ୍ କରିଛନ୍ତି। ଏହାଛଡ଼ା ବ୍ରାଇଟ୍ ଆଇମେକଅପ୍ ତାଙ୍କ ଲୁକକୁ ଆଟ୍ରାକ୍ଟିଭ୍ କରୁଛି। କହି ରଖୁଛୁ, ମଲାଇକା ଅରୋରାଙ୍କ ବୟସ ୪୮ ବର୍ଷ ଏବଂ ଏହି ବୟସରେ ବି ସେ ନିଜ ସେକ୍ସି ଅନ୍ଦାଜରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଛନ୍ତି। ଅଭିନେତ୍ରୀଙ୍କ ଫ୍ୟାଶନ ଷ୍ଟେଟମେଣ୍ଟ ବି ତାଙ୍କୁ ଟକ୍ ଅଫ୍ ଦ ଟାଉନ କରି ରଖିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.