ଇନଷ୍ଟାଗ୍ରାମରେ ଟପଲେସ୍‌ ଫଟୋ ସେୟାର କଲେ ମୃଣାଳ, ଫ୍ୟାନ ଦେଉଛନ୍ତି ଏଭଳି କମେଣ୍ଟ

ସୋସିଆଲ ମିଡିଆରେ ବୋଲ୍ଡ ଏବଂ ହଟ୍‌ ଫଟୋ ସେୟାର କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡର ଅଭିନେତ୍ରୀ। ଏମିତି ଏବେ ଚର୍ଚ୍ଚାରେ ରହିଛନ୍ତି ‘ବାଟଲା ହାଉସ’ର ଅଭିନେତ୍ରୀ ମୃଣାଳ ଠାକୁର। ମୃଣାଲ ଇନଷ୍ଟାଗ୍ରାମରେ ଏକ ବ୍ଲାକ ଆଣ୍ଡ ହ୍ଵାଇଟ୍‌ ଫଟୋ ସେୟାର କରିଛନ୍ତି। ବିନା ଫିଲଟର କରି ମୃଣାଳ ଏହି ଫଟୋକୁ ସେୟାର କରିଛନ୍ତି।

ଫଟୋରେ ମୃଣାଳ ଟପଲେସ୍‌ ଅନ୍ଦାଜରେ ନଜର ଆସିଛନ୍ତି। ମୃଣାଳଙ୍କ ଏହି ଫଟୋ ଦେଖି ଫ୍ୟାନ ପାଗଳ ହୋଇଯାଇଛନ୍ତି। ଫଟୋରେ ବେଶ୍‌ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି। ସୂଚନାଯୋଗ୍ୟ, ମୃଣାଳ ପୂର୍ବରୁ ସିରିଅଲରେ ନଜର ଆସିଥିଲେ। କିନ୍ତୁ ଏବେ ସେ ଜନଙ୍କ ସହିତ ଫିଲ୍ମ ‘ବାଟଲା ହାଉସ’ରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.