Below header

ଅପେକ୍ଷାର ଅନ୍ତ: ଗୁରୁଦ୍ୱାରାରେ ବିବାହ କଲେ ନେହା କକ୍କର ଓ ରୋହନପ୍ରୀତ ସିଂ, ସୋସିଆଲ ମିଡିଆରେ ଛାଇଗଲାଣି Photo ଏବଂ Video

ବଲିଉଡ ସିଙ୍ଗର ନେହା କକ୍କର ଓ ରୋହନପ୍ରୀତ ସିଂ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶନିବାର ଦିଲ୍ଲୀର ଏକ ଗୁରୁଦ୍ୱାରାରେ ବିବାହ ବହୁତ ଧୁମଧାମରେ ସମ୍ପନ୍ନ ହୋଇଛି। ଦୁଇଜଣଙ୍କ ଫଟୋ ସୋସିଆଲ ମିଡିଆରେ ଛାଇଯାଇଛି। ନେହା କକ୍କର ପିଚ କଲରର ଲେହେଙ୍ଗା ପିନ୍ଧିଥିବା ବେଳେ ରୋହନ ମଧ୍ୟ ସେହି ରଙ୍ଗର ସେରୱାନି ପିନ୍ଧିଥିବା ନଜର ଆସିଥିଲେ। ଦୁଇଜଣ ଖୁବ ସୁନ୍ଦର ଦେଖାଯାଉଥିଲେ।

 

View this post on Instagram

 

Finally was waiting for this moment 😍🙈 and now its coming true 🥰❤️ . #nehupreet #nehudavyah ❤️😍 . @nehakakkar @rohanpreetsingh ❤️ . . ________________________________ [💫: Follow for best pics] [💫: Follow for best throwbacks] [💫: Follow for beautiful videos] [💫: Follow for amazing edits] [💫: Follow for best reels] ________________________________ @team__tonykakkar @team__tonykakkar @team__tonykakkar @team__tonykakkar @team__tonykakkar @team__tonykakkar . . . • • • • • • • 𝐈𝐠𝐧𝐨𝐫𝐞 𝐓𝐚𝐠𝐬🏷️ #nehakakkar #nehudiaries #nehukishaadi #neheart #nehuhappyneheartshappy #nehakakkarsongs #nehakakkarlive #nehakakkarwedding #nehearts #nehakakkarfans #tonykakkar #tonykakkarofficial #team_tonykakkar #weloveyou #trending #trendingnow #trendingtopic #loveinair #phere #marriage #sonukakkar

A post shared by Tony kakkar🧿 (@team_tonykakkar) on

ବର ବେଶରେ ରୋହନପ୍ରୀତ ବରଯାତ୍ରୀ ନେଇକି ଆସିଥିଲେ ଏବଂ ଖୁବ ଡ୍ୟାନ୍ସ କରିଥିଲେ। ଡ୍ୟାନ୍ସ ସମୟରେ ନେହା, ରୋହନଙ୍କୁ ମୁଦି ପିନ୍ଧାଇଥିଲେ। ନେହା ଓ ରୋହନପ୍ରୀତଙ୍କ ବିବାହ ଉତ୍ସବ ବହୁତ ବ୍ୟକ୍ତିଗତ ଥିଲା। ଏଥିରେ ଦୁଇଜଣଙ୍କ ପରିବାର ଲୋକ, ନିକଟ ସମ୍ପର୍କୀୟ ଏବଂ କିଛି ସାଙ୍ଗ ସାମିଲ ହୋଇଥିଲେ। କିନ୍ତୁ ଏତେ କମ ଲୋକରେ ବି ବିବାହ ଉତ୍ସବ ବହୁତ ଧୁମ ଧଡାକାରେ ସମ୍ପନ୍ନ ହୋଇଥିଲା।

sc

କହି ରଖୁଛୁ, ନେହା ଓ ରୋହନପ୍ରୀତ ୯ ଅକ୍ଟୋବରରେ ସେମାନଙ୍କ ରିଲେସନଶିପକୁ ନେଇ ଖୁଲାସା କରିଥିଲେ। ଏହାପରଠୁ ନେହା ନିଜ ଫ୍ୟାନମାନଙ୍କ ପାଇଁ ବିବାହର ସମସ୍ତ ବିଧିକୁ ନିଜେ ହିଁ ସୋସିଆଲ ମିଡିଆରେ ସେୟାର କରିଆସୁଥିଲେ। ମେହେନ୍ଦୀ ଦିନ ଏହି ଯୋଡ଼ି ବଟଲ ଗ୍ରୀନ ରଙ୍ଗର ଆଉଟଫିଟ ପିନ୍ଧିଥିଲେ। ନେହା ଅନିତା ଡୋଙ୍ଗରେଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ୭୫ ହଜାର ଟଙ୍କାର ଲେହେଙ୍ଗା ପିନ୍ଧିଥିଲେ।

 

View this post on Instagram

 

Jumping with joy 🕺🏻 #NehuPreet ki wedding ♥️ #tonykakkar #nehakakkar #rohanpreet

A post shared by Tony Kakkar (@tonykakkar) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.