ସୋସିଆଲ ମିଡିଆରେ ଧମାଲ କରୁଛି ନିଆଙ୍କ ଏହି ହଟ୍ ଫଟୋ, ଯାହାକୁ ଦେଖିଲେ ଆପଣ ମଧ୍ୟ ହୋଇଯିବେ ପାଗଳ

ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଚେହେରା ନିଆ ଶର୍ମା। ସବୁବେଳେ ନିଜର ହଟ୍ ଅନ୍ଦାଜ ଏବଂ ସେକ୍ସି ଫିଚର ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି। ଆଉ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ସେୟାର କରି ଫ୍ଯାନଙ୍କୁ ପୁରା ପାଗଳ କରିଦିଅନ୍ତି। ନିକଟରେ ଏମିତି ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ନିଆ। ଯାହା ଖୁବ ଭାଇରଲ ହେବାରେ ଲାଗିଛି।

 

View this post on Instagram

 

A post shared by Nia Sharma (@niasharma90)

ଏହି ଫଟୋରେ ନିଆ ବ୍ଲୁ ରଙ୍ଗର ବିକିନି ପିନ୍ଧି ସମୁଦ୍ର କୂଳରେ ରିଲାକ୍ସ କରୁଥିବା ନଜର ଆସିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରଲ ହେଉଛି। କେବଳ ଏହି ଫଟୋ ନୂହେଁ ପୂର୍ବରୁ ନିଆ ଏବଂ ରବି ଦୁବେଙ୍କ ଫଟୋ ମଧ୍ୟ ବେଶ୍ ଭାଇରଲ ହୋଇଥିଲା। ଖବୁଶୀଘ୍ର ଦୁହେଁ ‘ଜମାଇ ରାଜା ୨.୦’ରେ ଏକାଠି ନଜର ଆସିବେ। ପୁଣି ଥରେ ଏହି ହଟ୍ ଯୋଡିକୁ ପରଦାରେ ଦେଖିବା ପାଇଁ ଫ୍ଯାନ ଚାହିଁ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.