Below header

ବେସବଲ ଖେଳାଳି ଗ୍ରେଟ ଆଲେକ୍ଷଙ୍କ ପ୍ରସ୍ତାବକୁ ହଁ କହିଲେ ଜେନିଫର ଲୋପେଜ୍

ସୁପରଷ୍ଟାର ଗାୟିକା ଜେନିଫର ଲୋପେଜ୍ ଅବସରପ୍ରାପ୍ତ ବେସବଲ ଖେଳାଳି ଗ୍ରେଟ ଅଲେକ୍ଷ ରୋଡ୍ରିଗୁଜଙ୍କ ସହ ନିର୍ବନ୍ଧ କରିଛନ୍ତି। ଉଦ୍ଭୟ ଗତକାଲି ସନ୍ଧ୍ୟା ସମୟରେ ଏକ ଫୋଟ ଶେୟାର କରି ପ୍ରଶଂସକଙ୍କୁ ଏହା ବିଷୟରେ ଜଣାଇଛନ୍ତି। ଏହି ପୋଷ୍ଟରେ ପ୍ରଯୋଜକ, ନିର୍ଦ୍ଦେଶକ ଏବଂ କଳାକାର ମାନେ ଶୁଭେତ୍ସାର ବର୍ଷା କରିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଜେନିଫରଙ୍କ ଏହା ୩ୟ ବିବାହ ଥିବା ବେଳେ ଆଲେକ୍ଷଙ୍କ ଏହା ଦ୍ବିତୀୟ ବିବାହ।

 

View this post on Instagram

 

♥️♥️♥️♥️♥️♥️♥️♥️

A post shared by Jennifer Lopez (@jlo) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.