Below header

ଆମେରିକୀ କମ୍ପାନି ଭାରତୀୟ ଜିମ୍ନାଷ୍ଟିକ ଦୀପା କର୍ମାକରଙ୍କ ଭଳି ନିର୍ମାଣ କଲା ବାର୍ବି ଡଲ୍

ନ୍ୟୁୟର୍କ : ଆମେରିକାର ଖେଳନା ନିର୍ମାଣ କରୁଥିବା କମ୍ପାନି ମେଟାଲ ଆଜି ତାହାର ୬୦ତମ ବର୍ଷିକି ପାଳନ କରୁଛି। ଏହି ଅବସରରେ କମ୍ପାନି ୧୭ଟି ଦେଶର ୧୯ଟି ସଫଳ ମହିଳାଙ୍କ ବାର୍ବିଡ଼ଲ ପ୍ରସ୍ତୁତ କରିଛି। କମ୍ପାନି ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବା ପାଇଁ ଏପରି ନିର୍ଣ୍ଣୟ ନେଇଛି। ଏହି ତାଲିକାରେ ସାମିଲ ହୋଇଛନ୍ତି ଭାରତୀୟ ଜିମ୍ନାଷ୍ଟିକ୍ ଦୀପା କର୍ମାକର।

ଦୀପା ରିଓ ଅଲେମ୍ପିକରେ ଏକ ପଏଣ୍ଟରୁ ବ୍ରୋଞ୍ଜ ମେଡାଲ ପାଇବାରୁ ବଞ୍ଚିତ ରହିଥିଲେ। ତେବେ ସେ ଅଲମ୍ପିକରେ ଭାଗ ନେଇଥିବା ପ୍ରଥମ ଭାରତୀୟ ଜିମ୍ନାଷ୍ଟିକ୍ ଥିଲେ।

କମ୍ପାନି ଏହି କ୍ୟାମେନ ୧୮ ରୁ ୮୫ ବର୍ଷିୟ ମହିଳାଙ୍କ ପାଇଁ ରଖିଥିଲା। ଏଥିରେ ଖେଳାଳୀଙ୍କ ବ୍ୟାତୀତ ମଡେଲ, ସ୍ପେଶାଲ ଆକ୍ଟିଭିଷ୍ଟ, ପତ୍ରକାର ଆଜି ସାମିଲ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.