Below header

ଭୁବନେଶ୍ୱର: ଓଡିଶା ମ୍ୟୁଜିକ ଆଓ୍ଵାର୍ଡ ୨୦୧୯, ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ସମ୍ମାନର ସମ୍ମାନିତ ହେଲେ ପଦ୍ମଶ୍ରୀ ପ୍ରଫୁଲ କର

ଭୁବନେଶ୍ୱର: ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆୟୋଜିତ ହୋଇଛି ଓଡିଶା ମ୍ୟୁଜିକ ଆଓ୍ଵାର୍ଡ ୨୦୧୯ । କାଯ୍ୟର୍କ୍ରମରେ ପଦ୍ମଶ୍ରୀ ପ୍ରଫୁଲ କରଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ସମ୍ମାନର ସମ୍ମାନିତ କରାଯାଇଛି। ଏହି ଅବସରରେ ଓଡିଶା ସଂଙ୍ଗୀତ ଜଗତର କଣ୍ଠଶିଳ୍ପୀ ଓ ସଂଙ୍ଗୀତ ନିର୍ଦ୍ଦେଶକ ସମସ୍ତେ ମଞ୍ଚରେ ଉପସ୍ଥିତ ଥିଲେ। ସଙ୍ଗୀତ ଲାଗି ଯେଉଁମାନଙ୍କର ଅତୁଳନୀୟ ଅବଦାନ ରହିଛି ସେହି ପ୍ରତିଭାମାନଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। କାଯ୍ୟର୍କ୍ରମରେ କଳାକାରମାନେ ବିଭିନ୍ନ ପ୍ରକାର ନୃତ୍ୟ ଓ ସଂଙ୍ଗୀତ ପରିବେଷଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.