Below header

ଅର୍ଜୁନ କପୁରଙ୍କୁ ଧରି ଜବରଦସ୍ତି ଲିପଲକ୍ କଲେ ରଣବୀର ସିଂ, ଭିଡିଓ ଭାଇରଲ

ବଲିଉଡ ଅଭିନେତା ରଣବୀର ସିଂ ବହୁତ ବିନ୍ଦାସ ଲୋକ ତାହା ସମସ୍ତଙ୍କୁ ଜଣା। ଅର୍ଜୁନ କପୁରଙ୍କ ସହିତ ତାଙ୍କ ବନ୍ଧୁତା ବହୁ ପୁରୁଣା। ଦୁହେଁ ପରସ୍ପର ସହିତ କାମ କରିସାରିଛନ୍ତି। ଏବେ ଦୁହିଁଙ୍କର ଏକ ଭିଡିଓ ଭାଇରଲ ହେଉଛି। ଯେଉଁଥିରେ ଦୁହେଁ ଲିପଲକ୍ କରୁଥିବା ନଜର ଆସିଛନ୍ତି।

ଭିଡିଓରେ ରଣବୀର ଏକ ବେଞ୍ଚ ଉପରେ ଶୋଇଥିବା ବେଳେ ତାଙ୍କ ଉପରେ ଅର୍ଜୁନ କପୁର ଶୋଇଛନ୍ତି ଏବଂ ରଣବୀର ତାଙ୍କ ବାହୁରେ ଜୋରରେ ଜାବୁଡି ଧରିଛନ୍ତି। ଫ୍ଯାନମାନେ ଦୁହିଁଙକର ଏହି ଭିଡିଓରେ ଜବରଦସ୍ତ କମେଣ୍ଟ କରୁଛନ୍ତି। ଯାହାକୁ ଦେଖି କିଏ ଦୁହେଁ ଲିପଲକ୍ କରୁଥିବା କହୁଛି ତ ଆଉ କିଏ ଆଉ କିଛି।

 

View this post on Instagram

 

A post shared by Viral Bhayani (@viralbhayani)

ସୂଚନାଯୋଗ୍ଯ, ଦୁହେଁ ପୂର୍ବରୁ ଫିଲ୍ମ ‘ଗୁଣ୍ଡେ’ରେ ଏକାଠି ନଜର ଆସିଥିଲେ। ଏହି ଫିଲ୍ମରେ ଦୁହିଁଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିବା ବେଳେ ରିଅଲ ଲାଇଫରେ ମଧ୍ୟ ନୁହେଁ ପରସ୍ପରର ଅନ୍ତରଙ୍ଗ ବନ୍ଧୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.