ଲକଡାଉନ ପରେ ଏହି ଦୁଇ ଚର୍ଚ୍ଚିତ ଯୋଡ଼ିଙ୍କର ହୋଇପାରେ ଡିଭର୍ସ, ଆମୀରଙ୍କୁ ଧୋକାରେ ରଖି ଚାଲିଗଲେ ସଞ୍ଜିଦା

ସଞ୍ଜିଦା ଶେଖ ଏବଂ ଅମୀର ଅଲି… ଏହି ଯୋଡି ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦର ଆଉ ପପୁଲାର କପଲ ଭାବରେ ଜଣାଶୁଣା। ଦୁହିଁଙ୍କ ପ୍ରେମ ଅନୁଆ ମାନଙ୍କ ପାଇଁ ଉଦାହରଣ ସାଜିଥିଲା। କିନ୍ତୁ ଏବେ ଏମାନେ ନିଜ ଫ୍ୟାନ ମାନଙ୍କୁ ନିରାଶ କରିଛନ୍ତି। ଫ୍ୟାନ୍ସଙ୍କୁ ସେତେବେଳେ ଝଟକା ଲାଗିବ ଯେତେବେଳେ ଏହି ଦୁହିଁଙ୍କର ଅଲଗା ହେବା ଖବର ଆପଣ ଶୁଣିବେ। ଏହା ଠାରୁ ମଧ୍ୟ ଆଉ ଗୋଟେ ବଡ କଥା ରହିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇଦେବ।

sanjidaରିପୋର୍ଟ ଅନୁଯାୟୀ ଅମୀରଙ୍କ ଠାରୁ ଅଲଗା ହେବା ନିଷ୍ପତ୍ତି ସଞ୍ଜିଦଙ୍କର ଥିଲା। କିନ୍ତୁ ଏ ବିଷୟରେ ସେ ସ୍ୱାମୀ ଆମୀର ଅଲିଙ୍କୁ ଟିକେ ବି ସୂଚନା ଦେଇନଥିଲେ। କୁହାଯାଉଛି ଯେ ସଞ୍ଜିଦା କିଛି ଦିନ ପାଇଁ ନିଜ ମାଙ୍କ ଘରକୁ ଯାଉଛନ୍ତି ବୋଲି କହିକି ଯାଇଥିଲେ। ଆମୀର ଏହା ଆଦୌ ବି ଜାଣିନଥିଲେ ଯେ ସେ ସବୁଦିନ ପାଇଁ ତାଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। କିଛି ଦିନ ପରେ ଯେତେବେଳେ ଆମୀର ସଞ୍ଜିଦାଙ୍କୁ ଘରକୁ ଆସିବାକୁ କହିଥିଲେ କିନ୍ତୁ ସଞ୍ଜିଦା କହିଲେ ଯେ ମୋ ସାଇଡ଼ରୁ ସବୁ କିଛି ଶେଷ ହୋଇସାରିଛି।

ammirକୁହାଯାଉଛି ଯେ ସଞ୍ଜିଦା ଏବଂ ଆମୀର ଡିଭର୍ସ ଫାଇଲ କରିନାହାନ୍ତି କିନ୍ତୁ ଲକଡାଉନ ଶେଷ ହେବା ପରେ ଏହା ହୋଇପାରେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୨୦୧୨ରେ ଏହି ଦୁଇ ଲଭ ବାର୍ଡ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Leave A Reply

Your email address will not be published.