Below header

କୋରିଓଗ୍ରାଫରଙ୍କ ସହ ଧମାକାଦାର ଡ୍ୟାନ୍ସ କରୁଛନ୍ତି ସାରା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ସାରା ଅଲ୍ଲୀ ଖାନ୍‌ ନିଜ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’କୁ ନେଇ ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ସାରା ଓ କାର୍ତ୍ତିକ ଆଯ୍ୟର୍ନ୍‌ଙ୍କ ଏହି ଫିଲ୍ମ ଓ୍ଵିକେଣ୍ଡରେ ରିଲିଜ୍‌ ହୋଇଥିଲା, ଯାହାକି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। କିନ୍ତୁ ଏହାରି ଭିତରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ସେ ନିଜ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ର ଏକ ଗୀତରେ ଡ୍ୟାନ୍ସ ରିହରସେଲ କରୁଥିବା ନଜର ଆସୁଛନ୍ତି।

ସାରାଙ୍କ ଏକ ଭିଡିଓକୁ ତାଙ୍କ ଫ୍ୟାନ୍‌ ଫେଜ୍‌ରେ ଶେୟାର କରାଯାଇଛି। ଅଭିନେତ୍ରୀଙ୍କ ଧାଁସୁ ଡ୍ୟାନ୍ସ ଫ୍ୟାନ୍‌ମାନଙ୍କୁ ବେଶ୍‌ ପସନ୍ଦ ଆସୁଛି। ଭିଡିଓରେ ଆପଣ ଦେଖିପାରିବେ, ସାରା ନିଜ କୋରିଓଗ୍ରାଫରଙ୍କ ସହ ମିଶି ଡ୍ୟାନ୍ସ ପ୍ରାକ୍ଟିସ୍‌ କରୁଛନ୍ତି। ଏହି ସମୟରେ ସେ ହ୍ଵାଇଟ୍‌ କ୍ରପ୍‌ ଟପ୍‌ ଏବଂ ବ୍ଲାକ୍‌ ଜଗର ପିନ୍ଧିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.