Below header

ପୁଅ ନା ଝିଅ ..? ଜାଣନ୍ତୁ କଣ ଚାଁହୁଛନ୍ତି କରୀନା କପୁର ଖାନ

ବଲିଉଡ ଅଭିନେତ୍ରୀ କରୀନା କପୁର ଖୁବ ଶୀଘ୍ର ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି । ଅତୀତରେ ସେ ଏହି ଖୁସି ଖବର ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଥିଲେ । ବର୍ତ୍ତମାନ କରୀନା କପୁରଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କହିଥିଲେ ଯେ ସେ ବର୍ତ୍ତମାନ ଏକ ଝିଅ ଚାଁହୁଛନ୍ତି ।

ଗତଥର ଯେତେବେଳେ କରୀନା କପୁର ଗର୍ଭବତୀ ଥିଲେ, ସେ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ପାନ ପୁଅ ଝିଅ ସବୁ ସାମନ । ଏହାପରେ 2016ରେ କରୀନା କପୁର ତୈମୁରଙ୍କୁ ଜନ୍ମ ଦେଇଥିଲେ । କରୀନା କହିଛନ୍ତି ଯେ ସେ ତାଙ୍କ ପିତାମାତାଙ୍କ ପାଇଁ ପୁଅଠାରୁ ବି ଅଧିକ କିଛି କରିଛନ୍ତି । ଯେଉଁମାନେ ଝିଅମାନଙ୍କୁ ସମାନ ମାନ୍ୟତା ଦିଅନ୍ତି ନାହିଁ, ସେମାନେ ବୁଝିବା ଉଚିତ୍ ଯେ ଜଣେ ନାରୀ ହିଁ ଏକ ପିଲାଜନ୍ମ କରିବାର କ୍ଷମତା ରଖିଥାଏ ।

In house Picasso' Taimur paints a lion and mommy Kareena Kapoor Khan has  the cutest reaction

ସୂଚନା ଅନୁଯାୟୀ କରୀନା କପୁର ସପ୍ତମ ମାସର ଗର୍ଭବତୀ ଅଛନ୍ତି ଏବଂ ତାଙ୍କର ପ୍ରତ୍ୟେକ ଫଟୋରେ ବେବି ବମ୍ପ ଦେଖିବାକୁ ମିଳୁଛି । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଏହି ଅଭିନେତ୍ରୀ ଖୁବ ଶୀଘ୍ର ଫିଲ୍ମ ‘ଲାଲ ସିଂ ଚଢା’ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ସେ ଅଭିନେତା ଆମୀର ଖାନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.