ମୌଜି ହେବା ପାଇଁ ବରୁଣଙ୍କୁ ପଡିଥିଲା ଏତେ କଷ୍ଟ

ସୁଇଧାଗାରେ ମୌଜି ଚରିତ୍ରରେ ଅଭିନୟ କରିବା ପାଇଁ ବରୁଣଙ୍କ ଉପରେ କରାଯାଇଛି ଅନେକ ଏକ୍ସପେରିମେଣ୍ଟ୍ । ତାଙ୍କର କଷ୍ଟ୍ୟୁମ ଠାରୁ ଆରମ୍ଭ କରି ମେକଅପ୍ ପର୍ୟ୍ୟନ୍ତ । ମୌଜି କ୍ୟାରେକ୍ଟର ପାଇଁ ବରୁଣଙ୍କୁ ଲମ୍ବା ଲମ୍ବା ଚୁଟି ରଖିବାକୁ ପଡିଥିଲା । କାରଣ ତାଙ୍କୁ ଜଣେ ଟେଲର ଭୂମିକାରେ ଫିଟ୍ ବସିବାକୁ ଥିଲା । ଏହା ପରେ ବରୁଣ ନିଜ ଚରିତ୍ରକୁ ଅଧିକ ଜୀବନ୍ତ କରିବା ପାଇଁ ସତସତିକା ନିଶ ରଖିଥିଲେ । ବେଲବଟମ୍ ପ୍ୟାଣ୍ଟ୍ ସହ ହାଫ୍ ସ୍ୱେଟର ଓ ମିଥୁନଙ୍କ ଭଳି ବୁଟ୍ ବି ପିନ୍ଧିଥିଲେ । ବରୁଣଙ୍କ ଲୁକ୍କୂ ନେଇ ଡିଫରେଣ୍ଟ୍ ଏକ୍ସପେରିମେଣ୍ଟ୍ କରାଯାଇଥିବା ଆପଣ ଟ୍ରେଲରରେ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.