Below header

ଅଳ୍ପକେ ବର୍ତ୍ତିଲେ ଜରିନ୍ ଖାନ୍, ଠିଆହୋଇଥିବା ବେଳେ ଏକ ବାଇକ୍ ଆସି ଦେଲା ଧକ୍କା

ଫିଲ୍ମ ‘ବୀର୍’ରୁ ବଲିଉଡରେ ପାଦ ଥାପିଥିବା ଜରିନ ଖାନ ଦୁର୍ଘଟଣାଗ୍ରସ୍ଥ ହୋଇଛନ୍ତି । ଅଭିନେତ୍ରୀ ଜରିନ୍ ଖାନଙ୍କ ଗାଡିରେ ଆକ୍ସିଡେଣ୍ଟ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଗୋଆରେ ହୋଇଛି । ଜରିନଙ୍କ ଗାଡି ଠିଆହୋଇଥିବା ବେଳେ ଏକ ବାଇକ୍ ଆସି ଧକ୍କା ଦେଇଥିଲା ।

zareen ବାଇକ୍ ଚାଳକ ଗୁରୁତର ଆହତ ହୋଇଥିଲେ । ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ନାମ ନୀତେଶ ଗୋରାଲ। ସେ ଗୋଆର ସମୁଦ୍ର ତଟବର୍ତ୍ତୀ ଏକ ଗାଆଁର ବାସିନ୍ଦା ଅଟନ୍ତି। ତେବେ ଜରିନ ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.